ETV Bharat / state

ଗ୍ୟାରେଜ ମେକାନିକଙ୍କୁ ଗୁଳିକରି ହତ୍ୟା: ଟଙ୍କା ପଇସା ମାମଲା ସନ୍ଦେହ

author img

By

Published : Dec 11, 2021, 7:30 PM IST

ନୀଳଗିରିରେ ଜଣେ ଗ୍ୟାରେଜ ମେକାନିକଙ୍କୁ ଗୁଳିକରି ହତ୍ୟା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଗ୍ୟାରେଜ ମିସ୍ତ୍ରୀଙ୍କୁ ଗୁଳିକରି ହତ୍ୟା: ଟଙ୍କା ପଇସା ମାମଲା ସନ୍ଦେହ

ବାଲେଶ୍ବର : ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରେ ଜଣେ ଗ୍ୟାରେଜ ମେକାନିକଙ୍କୁ ଗୁଳି କରି ହତ୍ୟା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ମିତ୍ରପୁର ନିକଟ ମର୍ଦ୍ଧରାଜପୁର ଛକରେ ଥିବା ଏକ ଗ୍ୟାରେଜରେ ରେମୁଣା ଅଞ୍ଚଳର ଦୀପୁ ବେହେରା ମେକାନିକ ଭାବେ କାମ କରୁଥିଲେ ।

ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାବେଳେ ୪/୫ଜଣ ଦୁବୃର୍ତ୍ତ ସେଠାରେ ପହଞ୍ଚିଥିଲେ । ପରେ ଟଙ୍କା ପଇସାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମେକାନିକଙ୍କୁ ଗୁଳି କରି ସେଠାରୁ ଚମ୍ପଟ ମାରିଥିଲେ । ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ମାଉଜର ଜବତ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.