ETV Bharat / state

ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ! - ମାଟ୍ରିକ ପରୀକ୍ଷା

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ଆରଏନ ହାଇସ୍କୁଲର ମାଟ୍ରିକ ପରୀକ୍ଷା ସେଣ୍ଟରରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ଅଧିକ ଖବର ପଢନ୍ତୁ...

ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ !
ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ !
author img

By

Published : Feb 19, 2020, 7:43 PM IST

ବାଲେଶ୍ଵର: ଜିଲ୍ଲାର ବସ୍ତା ବ୍ଲକ ପାଉଁଶକୁଲି ଆରଏନ ହାଇସ୍କୁଲର ମାଟ୍ରିକ ପରୀକ୍ଷା ସେଣ୍ଟରରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, କରୁଆଁ ଏମଏସଏନ ବିଦ୍ୟାପୀଠର ଜଣେ ଛାତ୍ର ପାଉଁଶକୁଲି ଆରଏନ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେଉଥିଲେ।

ଛାତ୍ରଙ୍କ ଦସ୍ତଖତ ନେବାବେଳେ ଛାତ୍ର ଜଣଙ୍କ ଅନ୍ୟଏକ ନାମରେ ଦସ୍ତଖତ କରିଥିଲେ। ଏମିତିକି ଆଡମିଟ କାର୍ଡ ଓ ଛାତ୍ରଙ୍କ ପରିଚୟ ମଧ୍ୟ ଅଲଗା ରହିଥିଲା। ଏହାକୁ ନେଇ ସନ୍ଦେହ ଉପୁଜିବାରୁ ପରୀକ୍ଷା ସୁପରିଟେଣ୍ଡେଣ୍ଟ ମନୋଜ କୁମାର ସାମଲ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

ସିଂଲା ପୋଲିସ ପରୀକ୍ଷା ସେଣ୍ଟରରେ ପହଞ୍ଚି ଛାତ୍ରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ଏ ବିଷୟରେ ସୁପରିଟେଣ୍ଡେଣ୍ଟ କଣ କହୁଛନ୍ତି ଶୁଣନ୍ତୁ ।

ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ !

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.