ବାଲେଶ୍ବର: ବାଲିଆପାଳ ଥାନାର ପୂର୍ବତନ ଆଇଆଇସି ରଣଜିତ୍ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ । ଡ୍ୟୁଟିରେ ଅବହେଳା ଏବଂ ଉପରିସ୍ଥ ଅଧିକାରୀଙ୍କ ଫୋନ ନଉଠାଇବା କାରଣରୁ ତାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଡିଜି ବିକେ ଶର୍ମା ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ