ETV Bharat / state

ଗୟଳ ଆକ୍ରମଣରେ ବନ କର୍ମଚାରୀ ଗୁରୁତର - bullack-attack

ନୀଳଗିରି ଜଙ୍ଗଲରେ ଗୟଳ ଆକ୍ରମଣରେ ବନ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ରାଉତ ଗୁରୁତର । ପୂର୍ଣ୍ଣଚନ୍ଦ୍ରଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : May 18, 2019, 8:55 PM IST

ବାଲେଶ୍ବର: ନୀଳଗିରି ଜଙ୍ଗଲରେ ବନ କର୍ମଚାରୀଙ୍କୁ ଗୟଳ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୟଳ ଆକ୍ରମଣରେ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। କୁଳଡିହା ଅଭୟାରଣ୍ୟ ବିଟ 1 ସାଗୁଆନ ବାଡ଼ି ଅଞ୍ଚଳରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଜଙ୍ଗଲ ପରିଦର୍ଶନ କରୁଥିବା ବେଳେ ଏହି ସମୟରେ ହଠାତ କିଛି ଗୟଳ ବାହାରି ଗୋଡ଼ାଇବା ଆରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ଭୟରେ ସମସ୍ତେ ଦୌଡ଼ି ଯାଉଥିବା ବେଳେ ସବୁଜ ବାହିନୀ ପୂର୍ଣ୍ଣଚନ୍ଦ୍ର ରାଉତ ତଳେ ପଡି ଯାଇଥିଲେ। ଏହି ସମୟରେ ଗୟଳ ଆକ୍ରମଣର ଶିକାର ହୋଇଥିଲେ ସେ। ଏଥିରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଗୁରୁତର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.