ETV Bharat / state

ବେଆଇନ କରତ କଳ ସିଲ କଲା ବନବିଭାଗ - କରତ କଳ ସିଲ କଲା ବନବିଭାଗ

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧିନ ଲଙ୍ଗଳେଶ୍ବର ଗ୍ରାମରେ ଥିବା ଏକ ବେଆଇନ କରତ କଳ ଉପରେ ବନବିଭାଗ ଚଢ଼ାଉ କରିଛି । ଅଧିକ ପଢନ୍ତୁ...

ବେଆଇନ କରତ କଳ ସିଲ କଲା ବନବିଭାଗ
ବେଆଇନ କରତ କଳ ସିଲ କଲା ବନବିଭାଗ
author img

By

Published : Feb 5, 2021, 9:12 PM IST

ବାଲେଶ୍ବର: ବେଆଇନ କରତ କଳ ସିଲ କଲା ବନବିଭାଗ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧିନ ଲଙ୍ଗଳେଶ୍ବର ଗ୍ରାମରେ ଥିବା ଏକ ବେଆଇନ କରତ କଳ ଉପରେ ବନବିଭାଗ ଚଢ଼ାଉ କରିଛି।

ବେଆଇନ କରତ କଳ ସିଲ କଲା ବନବିଭାଗ

ଜିଲ୍ଲା ବନଖଣ୍ତ ଅଧିକାରୀ ବିଶ୍ବରାଜ ପଣ୍ତାଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦିପୁର ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଦାସଙ୍କ ନେତୃତ୍ବରେ ବେଆଇନ କରତ କଳ ଉପରେ ଚଢାଉ କରାଯାଇଥିଲା।

ଚଢ଼ାଉରେ 4 ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ଯବାନ କାଠ ଜବତ କରାଯାଇଛି । ଏହାସହ ଉକ୍ତ କରତ କଳ ସିଲ୍ କରିଛି ବନ ବିଭାଗ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.