ETV Bharat / state

ପୁଣି ଆନ୍ଦୋଳନରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ

author img

By

Published : Nov 26, 2019, 8:18 PM IST

ବିଏଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାନ୍ତି । ଉଚ୍ଚଶିକ୍ଷା ପରେ ଏମିତି ହଟହଟା ପାଇଁ ଛାତ୍ରଛାତ୍ରୀମାନେ ମାନସିକ ଅଶାନ୍ତିରେ ରହୁଥିବା ଅଭିଯୋଗ କରିଛନ୍ତି ।

ବିଏଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ
ପୁଣି ଆନ୍ଦୋଳନରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ

ବାଲେଶ୍ଵର: ଫକୀର ମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୂର୍ବରୁ ସେମାନଙ୍କୁ ଜିଲ୍ଲାପାଳ ଦେଇଥିବା ପ୍ରତିଶୃତି ପାଳନ ହୋଇ ନଥିବାରୁ ସେମାନେ ମଙ୍ଗଳବାର ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।

ବିଏଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀମାନେ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାନ୍ତି । ଉଚ୍ଚଶିକ୍ଷା ପରେ ଏମିତି ହଟହଟା ପାଇଁ ଛାତ୍ରଛାତ୍ରୀମାନେ ମାନସିକ ଅଶାନ୍ତିରେ ରହୁଥିବା ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀ ଏହି ଅସୁବିଧା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ବିଭାଗୀୟ ମନ୍ତ୍ରୀ, ସଚ୍ଚିବଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ହୋଇନଥିବା ଅଭିଯୋଗ ହୋଇଛି ।

ଦାବି ପୂରଣ ପାଇଁ ଗତ 5 ତାରିଖ ସେମାନଙ୍କୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ମାତ୍ର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆନ୍ଦୋଳନ କରାଯାଇଥିବା କହିଛନ୍ତି ଛାତ୍ରଛାତ୍ରୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଫକୀର ମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୁଣି ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ପୂର୍ବରୁ ସେମାନଙ୍କୁ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ପାଳନ ହୋଇ ନଥିବାରୁ ସେମାନେ ଆଜି ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା।

Body:ବିଏଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀମାନେ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାନ୍ତି। ଉଚ୍ଚ ଶିକ୍ଷା ପରେ ଏମିତି ହଟହଟା ପାଇଁ ଛାତ୍ରଛାତ୍ରୀମାନେ ମାନସିକ ଅଶାନ୍ତିରେ ରହୁଥିବା କୁହାଯାଇଛି। ଛାତ୍ରଛାତ୍ରୀ ମାନେ ଏହି ଅସୁବିଧା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ବିଭାଗୀୟ ମନ୍ତ୍ରୀ, ସଚିବ ଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ହୋଇନଥିବା ଅଭିଯୋଗ ହୋଇଛି।

Conclusion:ଦାବି ପୂରଣ ପାଇଁ ଗତ 5 ତାରିଖ ସେମାନଙ୍କୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆନ୍ଦୋଳନ କରାଯାଇଥିଲା।
ବାଇଟ- ଅଭିଲିପ୍ସା ତ୍ରିପାଠୀ(ଛାତ୍ରୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.