ETV Bharat / state

ଶିକ୍ଷକ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପଦଯାତ୍ରା - fm university bed student rally

ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାଁନ୍ତି। ଉଚ୍ଚଶିକ୍ଷା ପରେ ଏମିତି ହଟହଟା ହେଉଥିବାବେଳେ ପ୍ରମୁଖ ଦାବି ନେଇ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ଛାତ୍ରଛାତ୍ରୀଙ୍କ ପଦଯାତ୍ରା
author img

By

Published : Nov 5, 2019, 2:34 PM IST

ବାଲେଶ୍ଵର: ପ୍ରଶାସନର ଅବହେଳା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ । ଏହାର ପ୍ରତିବାଦରେ ଏହି ଛାତ୍ରଛାତ୍ରୀଙ୍କ ଏକ ରାଲି ବାଲେଶ୍ବରରୁ ଭୁବନେଶ୍ବର ଯାଏଁ ପଦଯାତ୍ରାରେ ବାହାରିଛନ୍ତି ।

ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାଁନ୍ତି। ଉଚ୍ଚଶିକ୍ଷା ପରେ ଏମିତି ହଟହଟା ହେଉଥିବାବେଳେ ପ୍ରମୁଖ ଦାବି ନେଇ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ଛାତ୍ରଛାତ୍ରୀଙ୍କ ପଦଯାତ୍ରା

4 ତାରିଖ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ପାଇଁ କୁଳପତିଙ୍କ ପ୍ରତିଶ୍ରୁତି ପରେ ଧାରଣା ହଟିଥିଲା। ମାତ୍ର ହୋଇଥିବା ଆଲୋଚନାରେ କିଛି ନିଷ୍କର୍ଷ ନ ବାହାରିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରି ଏଭଳି ପଦଯାତ୍ରାକୁ ଆପଣେଇଥିବା କୁହାଯାଇଛି। ତେବେ ଏହି ପଦଯାତ୍ରା ସହ ଛାତ୍ରଛାତ୍ରୀଙ୍କ ଦାବି ନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ ମାନେ ଆଜି ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ପଦଯାତ୍ରାରେ ବାହାରିଛନ୍ତି।

Body:ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାନ୍ତି। ଉଚ୍ଚ ଶିକ୍ଷା ପରେ ଏମିତି ହଟହଟା ହେଉଥିବା ବେଳେ ପ୍ରମୁଖ ଦାବି ନେଇ ଛାତ୍ରଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। 4 ତାରିଖ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ପାଇଁ କୁଳପତିଙ୍କ ପ୍ରତିଶ୍ରୁତି ପରେ ଧାରଣା ହଟିଥିଲା। ମାତ୍ର 4 ତାରିଖ ଆଲୋଚନାରେ ଛାତ୍ରଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରି ଏପରି ପଦଯାତ୍ରାକୁ ଆପଣେଇଥିବା କୁହାଯାଇଛି।

Conclusion:ପ୍ରକାଶ ଥାଉକି, କେବଳ ପରୀକ୍ଷାରେ ସାମିଲ କରାଇବା ଦାବି ନୁହେଁ ବରଂ ବିଶ୍ଵବିଦ୍ୟାଳୟର କର୍ତ୍ତୃପକ୍ଷ ଙ୍କ ବିରୋଧରେ ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ଫର୍ମ ପୂରଣରେ ବର୍ଦ୍ଧିତ ଫି, ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କରାଇବା ଭଳି ମଧ୍ୟ ଅଭିଯୋଗ ହୋଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.