ETV Bharat / state

ଫ୍ଲାଇଂସ୍କ୍ବାଡର ଚଢାଉ: ଜବତ ହେଲା 3ଲକ୍ଷ 70 ହଜାର

ଜିଲ୍ଲାରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରେମୁଣା ଅତିରିକ୍ତ ତହସିଲଦାର ବିନୋଦ ପଣ୍ଡାଙ୍କ ନେତୃତ୍ୱରେ ଫ୍ଲାଇଂ ସ୍କ୍ୱାଡ ଶିଳ୍ପାଞ୍ଚଳ ଥାନା ବାମପଦା ନିକଟରେ ଚଢ଼ାଉ କରି 2 ଜଣଙ୍କ ନିକଟରୁ 3ଲକ୍ଷ 70 ହଜାର ଟଙ୍କା ଜବତ କରିଛି।

author img

By

Published : Apr 4, 2019, 1:51 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ୱର

ବାଲେଶ୍ବର: ଜିଲ୍ଲାରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରେମୁଣା ଅତିରିକ୍ତ ତହସିଲଦାର ବିନୋଦ ପଣ୍ଡାଙ୍କ ନେତୃତ୍ୱରେ ଫ୍ଲାଇଂ ସ୍କ୍ୱାଡ ଶିଳ୍ପାଞ୍ଚଳ ଥାନା ବାମପଦା ନିକଟରେ ଚଢ଼ାଉ କରି 2 ଜଣଙ୍କ ନିକଟରୁ 3ଲକ୍ଷ 70 ହଜାର ଟଙ୍କା ଜବତ କରିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ନିର୍ବାଚନ ସମୟରେ ଅବାଧ ଟଙ୍କା କାରବାରକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ବେଳେ ବୁଧବାର ସନ୍ଧ୍ୟା ସମୟରେ ବାମପଦା ଛକନିକଟରେ ଏକ କାରରୁ 2ଲକ୍ଷ 87 ହଜାର ଟଙ୍କା ଜବତ ହୋଇଥିଲା। ଅନ୍ୟପଟେ କାର ଚାଳକ ସଠିକ କାଗଜପତ୍ର ଦେଖାଇ ନପାରିବାରୁ ଏହାକୁ ଜବତ କରାଯାଇଛି। ସେହିପରି ଅନ୍ୟ ଏକ ବ୍ୟକ୍ତି 63 ହଜାର ଟଙ୍କା ନେଉଥିବାବେଳେ କାଗଜପତ୍ର ଦେଖାଇ ନପାରିବାରୁ ସ୍କ୍ୱାଡ ସେହି ଟଙ୍କାକୁ ମଧ୍ୟ ଜବତ କରିଛି ।

ଜବତ ଟଙ୍କା ନେଇ ଯାଉଥିବା ବ୍ୟକ୍ତିମାନେ ଟଙ୍କାର ସଠିକ ପ୍ରମାଣ ଦେଖାଇବା ପାଇଁ କହୁଥିବା ବେଳେ ସେମାନଙ୍କ ପାଖରୁ ସେମିତି କିଛି ଠୋସ ପ୍ରମାଣ ମିଳିପାରିନାହିଁ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.