ETV Bharat / state

ବାଲେଶ୍ବରରେ ନକଲି ଅଣ୍ଡା ଅଭିଯୋଗ

author img

By

Published : Jun 3, 2021, 4:38 PM IST

ବାଲେଶ୍ବର ବଜାରରେ ବଢି ଚାଲିଛି ନକଲି ଅଣ୍ଡା । ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ବାଲେଶ୍ବରରେ ନକଲି ଅଣ୍ଡା ଅଭିଯୋଗ
ବାଲେଶ୍ବରରେ ନକଲି ଅଣ୍ଡା ଅଭିଯୋଗ

ବାଲେଶ୍ବର : ବଜାରରେ ବଢି ଚାଲିଛି ନକଲି ଅଣ୍ଡା । ଅନେକ ସମୟରେ ବଜାରରେ ନକଲି ଅଣ୍ଡା ମିଳୁଥିବା ଲୋକେ ଅଭିଯୋଗ କରୁଛନ୍ତି । ଏମିତି କିଛି ଅଭିଯୋଗ ପୁଣି ଆସିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ ।

ବାଲେଶ୍ବରରେ ନକଲି ଅଣ୍ଡା ଅଭିଯୋଗ

ସୂଚନା ଅନୁସାରେ, ଭୋଗରାଇ ବ୍ଲକ ରାଣୀବସାଣ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ବଣ୍ଟନ କରାଯାଇଥିଲା । ବଣ୍ଟାଯାଇଥିବା ଅଣ୍ଡାର ଆକୃତି ଠିକ ନଥିବାବେଳେ ଏହା ନକଲି ଅଣ୍ଡା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରି ହୋହାଲ୍ଲା କରିଥିଲେ । ତେବେ ଏମିତି ନକଲି ଅଣ୍ଡାର ଅଭିଯୋଗ ବାରମ୍ବାର ଆସୁଥିବାରୁ ଏଥିପ୍ରତି ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନେବାର ଆଵଶ୍ୟକତା ରହିଥିବା ଦାବି ହେଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.