ETV Bharat / state

ଦନ୍ତାହାତୀକୁ ମାରି ଦାନ୍ତ ଲୁଟିଲେ ଶିକାରୀ - nilagiriri

ନୀଳଗିରି କୁଲଡିହା ରେଞ୍ଜ ଅଧୀନ ଜଙ୍ଗଲରେ ଏକ ଦନ୍ତାହାତୀର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ଦନ୍ତାହାତୀକୁ ଶିକାରୀମାନେ ମାରି ତାହାର ଦାନ୍ତ ଓ ଶୁଣ୍ଢ କାଟିନେଇଥିବା ଦେଖିବାକୁ ମିଳିଛି । ମୃତ ହାତୀର ବୟସ 40ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 5, 2019, 10:33 PM IST

ବାଲେଶ୍ବର: ଦନ୍ତାକୁ ମାରି ଲୁଟିଲେ ଦାନ୍ତ । ନୀଳଗିରି କୁଲଡିହା ରେଞ୍ଜ ଅଧୀନ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି । ଦନ୍ତାହାତୀକୁ ଶିକାରୀମାନେ ମାରି ତାର ଦାନ୍ତ ଓ ଶୁଣ୍ଢ କାଟିନେଇଥିବା ଦେଖିବାକୁ ମିଳିଛି । ମୃତ ହାତୀର ବୟସ 40ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ବୁଧବାର ରେଞ୍ଜ ଅଫିସରୁ ଖବର ମିଳିବା ପରେ କୁଲଡିହା ଅଭୟାରଣ୍ୟ ତେଣ୍ଡା ଠାରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ବନବିଭାଗ ଖବର ପାଇଥିଲା । ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେଠାରେ ହାତୀ ଟିର ଦାନ୍ତ କଟାଯାଇଥିବା ଦେଖିବାକୁ ପାଇଥିଲେ । ଏହା ଶିକାରୀ ଗ୍ୟାଙ୍ଗର କାମ ବୋଲି ବିଭାଗ ସନ୍ଦେହ କରୁଥିବା ବେଳେ ଶିକାରୀମାନଙ୍କୁ ଧରିବା ପାଇଁ ବନବିଭାଗ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି ।

ହାତୀକୁ ପାଖାପାଖି 3ରୁ 4ଦିନ ପୂର୍ବରୁ ହତ୍ୟା କରାଯାଇଥିବାରୁ ମୃତ ଶରୀର ଫୁଲି ଯାଇଥିବା ଦେଖିବାକୁ ମିଳିଥିଲା । ମୃତ ହାତୀର ବ୍ୟବଚ୍ଛେଦ କରାଯାଇଥିବା ବନବିଭାଗ ସୂଚନା ଦେଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

sdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.