ETV Bharat / state

ପୋଲ ତଳକୁ ଖସିଲା ଡ଼ମ୍ପର, ଜଣେ ମୃତ - ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ

ବସ୍ତାରେ ପୋଲ ତଳକୁ ଡ଼ମ୍ପର ଖସି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ଗୁରୁତର ଜଣକ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 4, 2019, 8:32 PM IST

ବାଲେଶ୍ୱର: ବସ୍ତା ଥାନା ଅଞ୍ଚଳରେ ଏକ ଡ଼ମ୍ପର ପୋଲ ତଳକୁ ଖସି ପଡିବାରୁ ଜଣଙ୍କ ମୃତ୍ୟୁ ହେବା ସହ ଡ୍ରାଇଭର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ଆଙ୍ଗୁଳା ଅଞ୍ଚଳର ସାଗର ସାହୁ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସୋର ଥାନା ଆଙ୍ଗୁଳା ଅଞ୍ଚଳର ଡ଼ମ୍ପର ବସ୍ତା ଅଞ୍ଚଳକୁ ଚିପ୍‌ସ ନେଇ ଯାଇଥିଲା । ଫେରିବା ବେଳେ ମଥାନି ନିକଟରେ ଭାରସାମ୍ୟ ହରାଇ ଡ଼ମ୍ପରଟି ପୋଲ ତଳକୁ ଖସି ପଡ଼ିଥିଲା । ଏଥିରେ ଡ୍ରାଇଭର ଗୁରୁତର ହୋଇ ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଏକ ଡ଼ମ୍ପର ପୋଲ ତଳକୁ ଖସି ପଡିବାରୁ ଜଣଙ୍କ ମୃତ୍ୟୁ ହେବା ସହ ଡ୍ରାଇଭର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ସୂଚନା ଅନୁସାରେ, ସୋର ଥାନା ଆଙ୍ଗୁଳା ଅଞ୍ଚଳର ଡ଼ମ୍ପର ବସ୍ତାଆ ଅଞ୍ଚଳକୁ ଚିପିସ ନେଇ ଯାଇଥିଲା। ଫେରିବା ବେଳେ ମଥାନି ନିକଟରେ ଭାରସାମ୍ୟ ହରାଇ ଡ଼ମ୍ପରଟି ପୋଲ ତଳକୁ ଖସି ପଡ଼ିଥିଲା। ଏଥିରେ ଡ୍ରାଇଭର ଗୁରୁତର ହୋଇ ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ଆଙ୍ଗୁଳା ଅଂଚଳର ସାଗର ସାହୁ ବୋଲି ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.