ETV Bharat / state

ତାମୂଳିଆ ପୋଲରେ ଗାତ, ନିମ୍ନ ମାନର କାମ ହୋଇଥିବା ଅଭିଯୋଗ

ଫେବୃଆରୀ ମାସରେ ଉଦ୍‌ଘାଟିତ ହୋଇଥିବା ବାଲେଶ୍ବର ଜିଲ୍ଲାର ତାମୂଳିଆ ପୋଲରେ ଗାତ ସୃଷ୍ଟି ହୋଇଛି । ଲଗାଣ ବର୍ଷାରେ ଗାତ ସୃଷ୍ଟି ହୋଇଥିବା ସୂଚନା ରହିଥିବା ବେଳେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 25, 2019, 10:15 PM IST

ବାଲେଶ୍ଵର: ଜିଲ୍ଲାର ତାମୂଳିଆ ଓଭର ବ୍ରିଜର ଶେଷ ଭାଗରେ ଗାତ ସୃଷ୍ଟି ହୋଇଛି । 2ଦିନ ଲଗାଣ ବର୍ଷା ଯୋଗୁଁ ଏପରି ବିପଦପୂର୍ଣ୍ଣ ଗାତ ସୃଷ୍ଟି ହୋଇଥିବା ଜଣାପଡିଛି।

ତାମୂଳିଆ ପୋଲରେ ଗାତ

ଗତ ଫେବୃଆରୀ ମାସ 13 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ପୋଲ ଉଦଘାଟିତ ହୋଇଥିଲା । ପୋଲରେ ଦୁଇମାସ ଧରି ବଡ ଗାଡି ଯିବା ଆସିବା ବନ୍ଦ କରାଯାଇଥିଲା । ହେଲେ ଏବେ ବଡ଼ ଗାଡି ଯିବା ଆସିବା କରୁଥିଲେ ମଧ୍ୟ ପୋଲର ଏମିତି ଅବସ୍ଥାକୁ ଦେଖି ଠିକାଦାରଙ୍କ ନିମ୍ନ ମାନର କାମ ସ୍ପଷ୍ଟ ବାରି ହୋଇ ପଡୁଛି । ତୁରନ୍ତ ପୋଲ ମରାମତି ପାଇଁ ସାଧାରଣରେ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ତାମୂଳିଆ ଓଭର ବ୍ରିଜର ଶେଷ ଭାଗରେ ବିରାଟ ଗାତ ସୃଷ୍ଟି ହୋଇଛି। 2ଦିନ ଲଗାଣ ବର୍ଷା ଯୋଗୁଁ ଏପରି ବିପଦ ସଂକୁଳ ଗାତ ସୃଷ୍ଟି ହୋଇଥିବା ଜଣାପଡିଛି। ଗତ ଫେବୃଆରୀ ମାସ 13 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ପୋଲ ଉଦଘାଟନ ହୋଇଥିଲା। ପୋଲରେ ଦୁଇମାସ ଧରି ବଡ ଗାଡି ଯିବା ଆସିବା ବନ୍ଦ କରାଯାଇଥିଲା। ହେଲେ ଏବେ ବଡ଼ ଗାଡି ଯିବା କରୁଥିଲେ ମଧ୍ୟ ପୋଲର ଏମିତି ଅବସ୍ଥାକୁ ଦେଖି ଠିକାଦାରଙ୍କ ନିମ୍ନ ମାନର କାମ ସ୍ପଷ୍ଟ ବାରି ହୋଇ ପଡୁଛି। ତୁରନ୍ତ ପୋଲ ମରାମତି ପାଇଁ ଲୋକମାନେ ଦାବି କରିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.