ETV Bharat / state

ପାଣିରେ ବୁଡି ଦିବ୍ୟାଙ୍ଗ ନାବାଳକ ମୃତ

ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ବଇତା ଗ୍ରାମରେ ଅଘଟଣ । 10 ବର୍ଷର ଦିବ୍ୟାଙ୍ଗ ନାବାଳକ ଗୌତମ ବେହେରା ଘର ପାଖ ଗାଡ଼ିଆରେ ବୁଡିଯିବାରୁ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : Oct 29, 2019, 5:57 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ବଇତା ଗ୍ରାମରେ ଅଘଟଣ । ପାଣିରେ ବୁଡିଯିବାରୁ ଜଣେ ଦିବ୍ୟାଙ୍ଗ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ମିଳିଥିବା ସୂଚନା ଅନୁସାରେ, ବଇତା ଗ୍ରାମର 10 ବର୍ଷର ନାବାଳକ ଗୌତମ ବେହେରା ଘର ପାଖ ଗାଡ଼ିଆରେ ପଡିଯାଇ ଆଉ ଉଠିପାରିନଥିଲେ । ପରେ ବହୁ ଖୋଜାଖୋଜି ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ଵର ମେଡିକାଲକୁ ନେଇଥଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ବଇତା ଗ୍ରାମର ଜଣେ ଭିନ୍ନକ୍ଷମ ନାବାଳକ ପାଣିରେ ପଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବଇତା ଗ୍ରାମର 10 ବର୍ଷର ନାବାଳକ ଗୌତମ ବେହେରା ଘର ପାଖ ଗାଡ଼ିଆରେ ପଡିଯାଇ ଆଉ ଉଠି ପାରି ନଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ଵର ମେଡିକାଲକୁ ନେଇଥଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.