ETV Bharat / state

ଖାଦ୍ୟ ଅନ୍ୱେଷଣରେ ଆସି ପୋଖରୀରେ ବୁଡିଲା ହରିଣ - ବାଲେଶ୍ଵର ଖବର

ଖାଦ୍ୟ ଅନ୍ୱେଷଣରେ ଆସି ପୋଖରୀରେ ବୁଡିଲା ହରିଣ । ହରିଣକୁ ଉଦ୍ଧାର କରି ବ୍ୟବଚ୍ଛେଦ କଲା ବନ ବିଭାଗ ।

deer drown in a pond at baleswar
ଖାଦ୍ୟ ଅନ୍ୱେଷଣରେ ଆସି ପୋଖରୀରେ ବୁଡିଲା ହରିଣ
author img

By

Published : May 3, 2020, 4:43 PM IST

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଔପଦା ବନବିଭାଗ ଅଧୀନ ଚାନ୍ଦଗୋଛି ଗାଁର ପୋଖରୀରେ ଏକ ହରିଣ ପଡି ମୃତ। ମିଳିଥିବା ସୂଚନା ଅନୁସାରେ, ଗାଁରେ ଥିବା ମଠ ନିକଟସ୍ଥ ପୋଖରୀରେ ହରିଣଟି ଭୁଲବଶତଃ ପଡି ଯାଇଥିଲା । ଗ୍ରାମବାସୀ ପୋଖରୀରେ ହରିଣଟି ଭାସୁଥିବା ଦେଖି ଉଦ୍ଧାର କରିଥିଲେ।

ଖାଦ୍ୟ ଅନ୍ୱେଷଣରେ ଆସି ପୋଖରୀରେ ବୁଡିଲା ହରିଣ

ମାତ୍ର ସେତେବେଳକୁ ହରିଣଟିର ମୃତ୍ୟ ହୋଇସାରିଥିଲା । ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି। ତେବେ ହରିଣଟି ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ପଶି ଆସି ପୋଖରୀରେ ପଡିଯାଇଥିବା ଅନୁମାନ କରାଯାଉଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.