ETV Bharat / state

ବସଷ୍ଟାଣ୍ଡ ପଛପଟୁ ଭିକ୍ଷୁକଙ୍କ ମୃତଦେହ ଉଦ୍ଧାର - deadbody-was-recovered

ବାଲେଶ୍ଵର ସହଦେବଖୁଣ୍ଟା ବସଷ୍ଟାଣ୍ଡ ପଛପଟୁ ଜଣେ ଭିକ୍ଷୁକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଭିକ୍ଷୁକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଗୌତମ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

deadbody-was-recovered-from behind the bus stand
ବସଷ୍ଟାଣ୍ଡ ପଛପଟୁ ଭିକ୍ଷୁକଙ୍କ ମୃତଦେହ ଉଦ୍ଧାର
author img

By

Published : Apr 24, 2021, 8:58 PM IST

ବାଲେଶ୍ଵର: ବାଲେଶ୍ଵର ସହଦେବଖୁଣ୍ଟା ବସଷ୍ଟାଣ୍ଡ ପଛପଟୁ ଜଣେ ଭିକ୍ଷୁକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଭିକ୍ଷୁକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଗୌତମ ବୋଲି ଜଣାପଡିଛି ।

ବସଷ୍ଟାଣ୍ଡ ପଛପଟୁ ଭିକ୍ଷୁକଙ୍କ ମୃତଦେହ ଉଦ୍ଧାର

ଗୌତମ ପ୍ରତିଦିନ ନିଜ ସ୍ତ୍ରୀ ସତ୍ୟଭାମା ପଣ୍ଡାଙ୍କ ସହ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଭିକ୍ଷାବୃତ୍ତି କରି ଚଳନ୍ତି । ପରେ ଗୌତମଙ୍କ ମୃତଦେହ ବସଷ୍ଟାଣ୍ଡ ପଛପଟେ ପଡ଼ିଥିବା ଦେଖି ଅନ୍ୟଜଣେ ଭିକ୍ଷୁକ ସେକ ରାଜୁ ପତ୍ନୀ ସତ୍ୟଭାମାଙ୍କୁ ଜଣାଇଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.