ETV Bharat / state

ଗୋ ଚାଲାଣକୁ ଅଟକାଇଲା ଗୋ ସୁରକ୍ଷା ସେନା,   2ଟି ପିକଅପ ଭ୍ୟାନ ଜବତ - balesore

ଅତି ଅମାନୁଷିକ ଭାବରେ ଗୋ ଚାଲାଣ ହେଉଥିବା ବେଳେ ଏହାକୁ ଅଟକାଇଛି ଗୋ ସୁରକ୍ଷା ସେନା । ତେବେ ପୋଲିସର ହସ୍ତାନ୍ତର ପରେ 2ଟି ପିକ ଅପ ଭ୍ୟାନ ଓ 50 ଗୋରୁ ଉଦ୍ଧାର କରିଛି ସୋରଗଡ ପୋଲିସ । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
author img

By

Published : Mar 20, 2019, 2:46 PM IST

ବାଲେଶ୍ୱର: ଗୋ ଚାଲାଣକୁ ରୋକିଲା ଗୋ ସୁରକ୍ଷା ସେନା । ଓଡିଶାରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ରାସ୍ତାରେ ଅଟକାଇଲେ ଗୋ ସୁରକ୍ଷା ସେନା । ପୋଲିସକୁ ଖବର ଦେବାପରେ 2ଟି ପିକଅପ ଭ୍ୟାନ ସହ 50 ଗୋରୁ ଉଦ୍ଧାର କରିଛି ସେରଗଡ଼ ପୋଲିସ ।

ମିଳିଥିବା ସୂଚନାନୁସାରେ, ଆଜି ଭୋର ସମୟରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ 2ଟି ପିକଅପ ଭ୍ୟାନରେ ଅତି ଅମାନୁଷିକ ଭାବେ ଗୋ ଚାଲାଣ କରାଯାଉଥିଲା । ସେରଗଡ଼ ନିକଟ ଏକ ପେଟ୍ରୋଲପମ୍ପ ପାଖରେ ଗୋ ସୁରକ୍ଷା ବାହିନୀ ଗାଡି ଗୁଡିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭ୍ୟାନ ଜବତ କରିବା ସହ 50 ଗୋରୁଙ୍କୁ ଉଦ୍ଧାର କରି ବାମପଦା ଗୋ ଶାଳାରେ ଛାଡିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିବା ଜଣାପଡିଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ନ୍ୟୁଜ

ସ୍ଲଗ- ଗୋ ଚାଲାଣ ରୋକିଲା ଗୋ ସୁରକ୍ଷା ସେନା। ସେରଗଡ଼ ପୋଲିସ ଦ୍ୱାରା 2ଟି ପିକଅପ ଭ୍ୟାନ ଓ 50 ଗୋରୁ ଉଦ୍ଧାର।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 20/03/2019
ଆଙ୍କର- ଓଡିଶାରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ରାସ୍ତାରେ ଅଟକାଇଲେ ଗୋ ସୁରକ୍ଷା ସେନା। ପୋଲିସକୁ ଖବର ଦେବାପରେ 2ଟି ପିକଅପ ଭ୍ୟାନ ସହ 50 ଗୋରୁ ଉଦ୍ଧାର କରିଛି ସେରଗଡ଼ ପୋଲିସ।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ 2ଟି ପିକଅପ ଭ୍ୟାନରେ ଅତି ଅମାନୁଷିକ ଭାବେ ଚାଲାଣ କରାଯାଉଥିଲା। ସେରଗଡ଼ ନିକଟ ଏକ ପେଟ୍ରୋଲପମ୍ପ ପାଖରେ ଗୋ ସୁରକ୍ଷା ବାହିନୀ ଗାଡି ଗୁଡିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭ୍ୟାନ ଜବତ କରିବା ସହ 50 ଗୋରୁଙ୍କୁ ଉଦ୍ଧାର କରି ବାମପଦା ଗୋଶାଳାରେ ଛାଡିଥିବା ଜଣାପଡିଛି। ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିବା ଜଣାପଡିଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.