ETV Bharat / state

ବାଲେଶ୍ୱରରେ ଆରମ୍ଭ ହେଲା କୋରୋନା ସର୍ଭେ - Corona survey started in Balasore

16 ତାରିଖଠାରୁ ଜୁଲାଇ 31 ତାରିଖ ଯାଏଁ ଏହି ଅଭିଯାନ ଚାଲୁ ରହିବ। ଲୋକଙ୍କ ମଧ୍ୟରେ କୋରୋନା ଲକ୍ଷଣ ଥିଲେ ସେମାନଙ୍କୁ ଚିହ୍ନଟ କରାଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ।

corona-survey-started-in-balasore
ବାଲେଶ୍ୱରରେ ଆରମ୍ଭ ହେଲା କୋରୋନା ସର୍ଭେ
author img

By

Published : Jun 16, 2020, 5:52 PM IST

ବାଲେଶ୍ବର: ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି କୋରୋନା ଚିହ୍ନଟ ଅଭିଯାନ। ଘରଘର ବୁଲି ଏଏନଏମ କର୍ମୀ ଓ ଆଶା ଦିଦିମାନେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝୁଥିବା ଦେଖିବାକୁ ମିଳିଛି ।

ବାଲେଶ୍ୱରରେ ଆରମ୍ଭ ହେଲା କୋରୋନା ସର୍ଭେ

16 ତାରିଖଠାରୁ ଜୁଲାଇ 31 ତାରିଖ ଯାଏଁ ଏହି ଅଭିଯାନ ଚାଲୁ ରହିବ। ଲୋକଙ୍କ ମଧ୍ୟରେ କୋରୋନା ଲକ୍ଷଣ ଥିଲେ ସେମାନଙ୍କୁ ଚିହ୍ନଟ କରାଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିପାଇଁ ବାଲେଶ୍ୱର ଜିଲ୍ଲାର 12ଟି ବ୍ଲକରେ 23 ଲକ୍ଷ ଲୋକଙ୍କ କୋଭିଡ ସମେତ ଡେଙ୍ଗୁ, ଡାଇରିଆ, ଏମସିଡି, ଟିବି ଆଦି ରୋଗର ଯାଞ୍ଚ ଓ ସର୍ଭେ କରାଯିବ ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.