ETV Bharat / state

ପୁଣି ଅବମାନନା, ରାତିସାରା ଉଡିଲା ଜାତୀୟ ପତାକା - ଶରଡିହା ପ୍ରାଥମିକ ବିଦ୍ୟାଳୟ

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଳକ ଶରଡିହା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା । ରାତି ସାରା ଉଡିଲା ଜାତୀୟ ପତାକା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 16, 2019, 12:59 PM IST

ବାଲେଶ୍ବର: ଜାତୀୟ ପତାକାକୁ ଅବଜ୍ଞା । ସ୍ବାଧୀନତା ଦିବସରେ ଏପରି ଅନେକ ଦୃଶ୍ୟ ସମ୍ନାକୁ ଆସିଥାଏ । କେତେବେଳେ ପତାକା ତଳେ ପଡିଥାଏ ତ କେତେବେଳେ ଓଲଟା ଉଡୁଥିବାର ଦେଖିବାକୁ ମିଳେ ।ବାଲିଆପାଳ ବ୍ଳକ ଶରଡିହା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକା ଅବମାନନା ଘଟଣା ସାମ୍ନାକୁ ଆସିଛି। ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରି ଅବତରଣ ପାଇଁ ଭୁଲି ଯାଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗୁରୁବାର ସକାଳଠାରୁ ଆଜି ସକାଳ ଯାଏ ପତାକା ସ୍କୁଲ ପରିସରରେ ଉଡୁଥିବା ଦେଖିବାକୁ ମିଳିଥିଲା । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଏପରି କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଳକ ଶରଡିହା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକା ଅବମାନନା ଘଟଣା ସାମ୍ନାକୁ ଆସିଛି। ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରି ଅବତରଣ ପାଇଁ ଭୁଲି ଯାଇଥିବା ଦେଖିବାକୁ ମିଳିଛି। ଗତ କାଲି ସକାଳ ଠାରୁ ପୁଣି ଆଜି ସକାଳ ଯାଏ ପତାକା ସ୍କୁଲ ପରିସରରେ ଉଡୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.