ETV Bharat / state

ବାଲେଶ୍ବର ଉପନିର୍ବାଚନ: ପ୍ରଚାର ଆରମ୍ଭ କଲା କଂଗ୍ରେସ - ବାଲେଶ୍ଵର

ବାଲେଶ୍ବର ସଦର ଉପନିର୍ବାଚନରେ କଂଗ୍ରେସ ମହିଳା ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇଛି । ମମତା କୁଣ୍ଡୁଙ୍କ ନାମ ଘୋଷଣା ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।

ବାଲେଶ୍ବର ଉପନିର୍ବାଚନ
ବାଲେଶ୍ବର ଉପନିର୍ବାଚନ
author img

By

Published : Oct 14, 2020, 5:19 PM IST

Updated : Oct 14, 2020, 5:59 PM IST

ବାଲେଶ୍ଵର: ବାଲେଶ୍ବର ସଦର ଉପନିର୍ବାଚନରେ କଂଗ୍ରେସ ମହିଳା ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇଛି । ମମତା କୁଣ୍ଡୁଙ୍କ ନାମ ଘୋଷଣା ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।

ବାଲେଶ୍ବର ଉପନିର୍ବାଚନ: ପ୍ରଚାର ଆରମ୍ଭ କଲା କଂଗ୍ରେସ

ତେବେ ଆଜି(ବୁଧବାର) ବିଜେପି ପ୍ରାର୍ଥୀ ମାନସ ଦତ୍ତ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ମମତା ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମମତାଙ୍କୁ କର୍ମୀମାନେ ସ୍ବାଗତ କରିବା ପରେ ସେ ପ୍ରଚାର ଆରମ୍ଭ କରିଛନ୍ତି ।

ଅକ୍ଟୋବର 15ରେ ମମତା ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଅନ୍ୟପକ୍ଷେ ସେ ବାଲେଶ୍ବରରେ ହିଁ ରହି ଜିଲ୍ଲାବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତୀ ନାୟକ, ଇଟିଭି ଭାରତ

Last Updated : Oct 14, 2020, 5:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.