ETV Bharat / state

ପୁନଃନିଯୁକ୍ତି ଦାବିରେ ଗର୍ଜିଲେ କମ୍ପ୍ୟୁଟର ଶିକ୍ଷକ - computer teacher demands re-employment

ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ସ୍କୁଲରେ ଆଇସିଟି ବିଦ୍ୟାଳୟ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଶିକ୍ଷତ୍ରୀମାନେ ପାଞ୍ଚ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପୁନଃନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକ
ପୁନଃନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକ
author img

By

Published : Feb 25, 2021, 9:08 PM IST

ବାଲେଶ୍ଵର: ପୁନଃନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକ ଶିକ୍ଷତ୍ରୀଙ୍କ ବିକ୍ଷୋଭ । ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ସ୍କୁଲରେ ଆଇସିଟି ବିଦ୍ୟାଳୟ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଶିକ୍ଷତ୍ରୀମାନେ ପାଞ୍ଚ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପୁନଃନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକ

ସେମାନଙ୍କ ଦାବି ମୁତାବକ, ଜିଲ୍ଲାର 272ଟି ବିଦ୍ୟାଳୟରେ ଠିକା ଭାବେ 5 ବର୍ଷ ପୂର୍ବେ ସଂଯୋଜକ ନିଯୁକ୍ତ ହୋଇଥିଲେ। ସେମାନେ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଦେଉଥିଲେ। ମାତ୍ର ଦୁଇବର୍ଷ ପୂର୍ବରୁ ସେମାନଙ୍କୁ ଛଟେଇ କରି ଦିଆଯାଇଛି। ଏଥିପାଇଁ ସେମାନଙ୍କୁ ପୁନଃନିଯୁକ୍ତି ଦାବି କରାଯାଇଛି।

ଏହାସହ ବିଦ୍ୟାଳୟରେ ଥିବା କମ୍ପୁଟର ଗୁଡିକ ନଷ୍ଟ ହେବାକୁ ବସିଥିବାବେଳେ ସେସବୁ ଗରିବ ପିଲାଙ୍କ ଶିକ୍ଷାଦାନ ପାଇଁ ବ୍ୟବହାର କରାଯିବା ପାଇଁ କୁହାଯାଇଛି । ପ୍ରତି ହାଇସ୍କୁଲରେ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ କମ୍ପ୍ୟୁଟର ଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.