ETV Bharat / state

ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ସିଆଇଟିୟୁର ବିକ୍ଷୋଭ

author img

By

Published : Jan 7, 2021, 8:54 PM IST

କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ମାରଣ ନୀତିକୁ ବିରୋଧ କରି ସିଆଇଟିୟୁ ବାଲେଶ୍ଵର ଶାଖା ପକ୍ଷରୁ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ସିଆଇଟିୟୁର ବିକ୍ଷୋଭ
ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ସିଆଇଟିୟୁର ବିକ୍ଷୋଭ

ବାଲେଶ୍ଵର: କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ମାରଣ ନୀତିକୁ ବିରୋଧ କରି ସିଆଇଟିୟୁ ବାଲେଶ୍ଵର ଶାଖା ପକ୍ଷରୁ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନ ପକ୍ଷରୁ ଏକ 12 ଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ସଂଘ ପକ୍ଷରୁ ବାଲେଶ୍ଵର ଷ୍ଟେସନ ଛକରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଘ ପକ୍ଷରୁ ସମସ୍ତ ଲେବର କାର୍ଡ ବାତିଲ, ତିନୋଟି କୃଷି ଆଇନ ବାତିଲ, ବିଦ୍ୟୁତ ବିଲ 2020 ବାତିଲ, ଘରୋଇକରଣ ବନ୍ଦ କରିବା, ଶ୍ରମ ଆଇନ ବାତିଲ ଓ ନୂତନ କୃଷି ଆଇନ ପ୍ରତ୍ୟାହାର କରିବା ଭଳି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.