ETV Bharat / state

ନାଗରିକତା ଆଇନ ସପକ୍ଷରେ ଶୋଭାଯାତ୍ରା - ନାଗରିକତା ଆଇନ

ଅଟଳ ସ୍ମୃତି କମିଟି ପକ୍ଷରୁ ନାଗରିକ ଆଇନ ସପକ୍ଷରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସହରର ମାଣିଖମ୍ବ ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଅଧିକ ଖବର ପଢନ୍ତୁ...

ନାଗରିକତା ଆଇନ ସପକ୍ଷରେ ଶୋଭାଯାତ୍ରା
ନାଗରିକତା ଆଇନ ସପକ୍ଷରେ ଶୋଭାଯାତ୍ରା
author img

By

Published : Feb 10, 2020, 2:52 PM IST

ବାଲେଶ୍ଵର: ଅଟଳ ସ୍ମୃତି କମିଟି ପକ୍ଷରୁ ନାଗରିକ ଆଇନ ସପକ୍ଷରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସହରର ମାଣିଖମ୍ବ ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶେଷରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଇନ ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ନାଗରିକତା ଆଇନ ସପକ୍ଷରେ ଶୋଭାଯାତ୍ରା

ନୂଆ ଆଇନରେ କୌଣସି ଭାରତୀୟଙ୍କୁ ଅସୁବିଧା ହେବ ନାହିଁ ବରଂ କେବଳ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଆଇନ ହୋଇଛି । ବିରୋଧୀମାନେ ଯେଉଁ ପ୍ରଚାର କରୁଛନ୍ତି ତାହା ଅନାବଶ୍ୟକ ବୋଲି କୁହାଯାଇଥିଲା।

ସଭା ଶେଷରେ ଏକ ପ୍ରତିନିଧି ଦଳ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଏକ ସମର୍ଥନ ପତ୍ର ପ୍ରଦାନ କରିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଅଟଳ ସ୍ମୃତି କମିଟି ପକ୍ଷରୁ ନୂତନ ନାଗରିକ ଆଇନ ସପକ୍ଷରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Body:ସହରର ମାଣିଖମ୍ବ ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶେଷରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଇନ ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ନୂଆ ଆଇନରେ କୌଣସି ଭାରତୀୟଙ୍କୁ ଅସୁବିଧା ହେବ ନାହିଁ ବରଂ କେବଳ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଆଇନ ହୋଇଛି। ବିରୋଧୀମାନେ ଯେଉଁ ପ୍ରଚାର କରୁଛନ୍ତି ତାହା ଅନାବଶ୍ୟକ ବୋଲି କୁହାଯାଇଥିଲା।

Conclusion:ସଭା ଶେଷରେ ଏକ ପ୍ରତିନିଧି ଦଳ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଏକ ସମର୍ଥନ ପତ୍ର ପ୍ରଦାନ କରିଥିଲେ।
ବାଇଟ- ମଦନ ମୋହନ ଦତ୍ତ(ସଦର ବିଧାୟକ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.