ETV Bharat / state

ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, 3 ଗିରଫ

author img

By

Published : Jan 18, 2020, 2:27 PM IST

ବାଲେଶ୍ଵରରେ ବ୍ରାଉନସୁଗାର ଜବତ । 12 ଗ୍ରାମ ବ୍ରାଉନସୁଗାର, ବାଇକ ସହ 3ଜଣଙ୍କୁ ଗିରଫ କରିଛି ପୋଲିସ।

brown-suger-seize-in-balasor-3-arrested
ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ 3 ଗିରଫ

ବାଲେଶ୍ଵର: ବ୍ରାଉନ ସୁଗାର ଜବତ । ଜିଲ୍ଲା ସୋର ଥାନା ବାରିକପୁର ଗୋରୁହାଟ ନିକଟରୁ ବ୍ରାଉନସୁଗାର ସହ 3ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଜଳେଶ୍ବର ଅଞ୍ଚଳରୁ ଏକ ବାଇକରେ ବ୍ରାଉନସୁଗାର ଭଦ୍ରକ ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ବାରିକପୁର ହାଟ ନିକଟରେ ସୋର ପୋଲିସ ଗାଡି ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କ ଗାଡିରୁ ବ୍ରାଉନସୁଗାର ମିଳିଥିଲା । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 12 ଗ୍ରାମ ବ୍ରାଉନସୁଗାର, 3 ହଜାର ଟଙ୍କା, 3ଟି ମୋବାଇଲ ଓ ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଅଞ୍ଚଳର ଶ୍ରୀକାନ୍ତ ପେଡା, ସୁବ୍ରତ କର ଓ ଜଳେଶ୍ବର ଅଞ୍ଚଳର ମିର ସୟଦ ଅଲ୍ଲୀ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସୋର ଥାନା ବାରିକପୁର ଗୋରୁହାଟ ନିକଟରୁ ବ୍ରାଉନସୁଗର ସହ 3ଜଣଙ୍କୁ ଗିରଫ କରିଛି ପୋଲିସ।
ପୋଲିସର ସୂଚନା ଅନୁସାରେ, ଜଳେଶ୍ୱର ଅଞ୍ଚଳରୁ ଏକ ବାଇକରେ ବ୍ରାଉନ ସୁଗର ଭଦ୍ରକ ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା। ବାରିକପୁର ହାଟ ନିକଟରେ ସୋର ପୋଲିସ ଗାଡି ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କ ଗାଡିରୁ ବ୍ରାଉନ ସୁଗର ମିଳିଥିଲା। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 12 ଗ୍ରାମ ବ୍ରାଉନସୁଗର, 3 ହଜାର ଟଙ୍କା, 3ଟି ମୋବାଇଲ ଓ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଅଞ୍ଚଳର ଶ୍ରୀକାନ୍ତ ପେଡା, ସୁବ୍ରତ କର ଓ ଜଳେଶ୍ୱର ଅଞ୍ଚଳର ମିର ସୟଦ ଅଲ୍ଲୀ। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.