ETV Bharat / state

ଜଳେଶ୍ବରରୁ ଧଳା ଜହର ଜବତ, ବେପାରୀ ଗିରଫ - Brown sugar seized from Jaleswar,

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ବ୍ରାଉନସୁଗାର କାରବାର ବଢି ଚାଲିଥିବାବେଳେ ବେପାରୀ ମଧ୍ୟ ଗିରଫ ହୋଇଛି । ଏହାସହ 10 ଗ୍ରାମର ଧଳା ଜହର ଜବତ କରିଛି ପୋଲିସ ।

jaleswar
ଜଳେଶ୍ବରରୁ ଧଳା ଜହର ଜବତ
author img

By

Published : Jul 24, 2020, 1:44 PM IST

ବାଲେଶ୍ଵର: କୋରୋନା କାଳରେ ସକ୍ରିୟ ହୋଇ ଉଠୁଛି ଧଳା ଜହର କାରବାର । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ବ୍ରାଉନସୁଗାର କାରବାର ବଢି ଚାଲିଥିବାବେଳେ ବେପାରୀ ମଧ୍ୟ ଗିରଫ ହୋଇଛି । ଏହାସହ 10 ଗ୍ରାମର ଧଳା ଜହର ଜବତ କରିଛି ପୋଲିସ ।

ଜଳେଶ୍ବରରୁ ଧଳା ଜହର ଜବତ

ସୂଚନା ଅନୁସାରେ, ଜଳେଶ୍ବର ଥାନା ଶେଖସରାଇ ଗାଁର ଜଣେ ବ୍ରାଉନସୁଗର ବେପାରୀକୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି। ଗ୍ରାମର ସୁକୁମାର ଗୁପ୍ତା ନାମକ ଜଣେ ଯୁବକ ବ୍ରାଉନସୁଗାର କାରବାର କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ।

ତେବେ ଘଟଣାସ୍ଥଳରୁ ଅନ୍ୟ ସହଯୋଗୀମାନେ ଫେରାର ହୋଇଯାଇଥିବା ବେଳେ ସୁକୁମାରଙ୍କୁ ପୋଲିସ ଗିରଫ କରିଛି। ଏନେଇ ପୋଲିସ ପକ୍ଷରୁ ଖୋଳତାଡ ଜାରି ରହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.