ETV Bharat / state

ମନ୍ତ୍ରୀଙ୍କ ବୟାନରେ କାନ୍ଦିଲେ ବିଜେପି ବିଧାୟକ ପ୍ରାର୍ଥୀ ମାନସ - ବିଜେଡି ମନ୍ତ୍ରୀଙ୍କୁ ମାନସଙ୍କ କଟାକ୍ଷ

ମନ୍ତ୍ରୀଙ୍କୁ ଆକ୍ଷେପ କରି ଭୋ ଭୋ ହୋଇ କାନ୍ଦିଛନ୍ତି ବିଜେପିର ସର୍ବକନିଷ୍ଠ ପ୍ରାର୍ଥୀ ମାନସ ଦତ୍ତ । ମାନସ ବାଲେଶ୍ବରର ସଦର ଉପନିର୍ବାଚନରେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ । ଅଧିକ ପଢନ୍ତୁ..

ବିଜେଡି ମନ୍ତ୍ରୀଙ୍କ ବୟାନରେ କାନ୍ଦିଲେ ବିଜେପି ବିଧାୟକ ପ୍ରାର୍ଥୀ ମାନସ

author img

By

Published : Oct 23, 2020, 10:44 PM IST

ବାଲେଶ୍ଵର: ସଦର ଉପନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ସର୍ବ କନିଷ୍ଠ ପ୍ରାର୍ଥୀ ମାନସ ଦତ୍ତ। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମନ୍ତ୍ରୀଙ୍କୁ ଆକ୍ଷେପ କରି ମାନସ ଭୋ ଭୋ ହୋଇ କାନ୍ଦିଥିବା ଦେଖାଦେଇଛି ।

ବିଜେଡି ମନ୍ତ୍ରୀଙ୍କ ବୟାନରେ କାନ୍ଦିଲେ ବିଜେପି ବିଧାୟକ ପ୍ରାର୍ଥୀ ମାନସ
ବିଜେଡି ମନ୍ତ୍ରୀଙ୍କ ବୟାନରେ କାନ୍ଦିଲେ ବିଜେପି ବିଧାୟକ ପ୍ରାର୍ଥୀ ମାନସ
ମାନସଙ୍କ ଅଭିଯୋଗ କ୍ରମେ, ବିଜେଡି ମନ୍ତ୍ରୀମାନେ ତାଙ୍କ ବାପା ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ବିଷୟରେ କଟୁ ମନ୍ତବ୍ୟ ଦେଉଛନ୍ତି। ମଦନଙ୍କ ଦେହାନ୍ତ ସୁଯୋଗ ନେଉଥିବା ନେଇ ମନ୍ତ୍ରୀମାନେ କହିଥିବା ବେଳେ ସେ କୌଣସି ଜନହିତକର କାର୍ଯ୍ୟ କରିନଥିବା ମନ୍ତ୍ରୀମାନେ କହୁଥିବା ମାନସ କହି କାନ୍ଦି କହିଛନ୍ତି ।

ତେବେ ଯାହା କହିବା କଥା ତାଙ୍କୁ କୁହନ୍ତୁ କିନ୍ତୁ ବାପାଙ୍କୁ କୁହନ୍ତୁନି ବୋଲି ମାନସ ହାତଯୋଡି ନିବେଦନ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.