ETV Bharat / state

ବ୍ୟାଙ୍କ ଲୁଟ୍ ଉଦ୍ୟମ ବିଫଳ - ଓଡିଶା ଗ୍ରାମ୍ୟ ବ୍ୟାଙ୍କ

ଲୁଟ୍ ଉଦ୍ୟମ ବିଫଳ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି । ଅଧିକ ପଢନ୍ତୁ...

ବ୍ୟାଙ୍କ ଲୁଟ୍ ଉଦ୍ୟମ ବିଫଳ
ବ୍ୟାଙ୍କ ଲୁଟ୍ ଉଦ୍ୟମ ବିଫଳ
author img

By

Published : May 1, 2021, 10:52 PM IST

ବାଲେଶ୍ବର: ଜିଲ୍ଲା ସିଂଲା ଥାନା ସାର୍ଥା ଓଡିଶା ଗ୍ରାମ୍ୟ ବ୍ୟାଙ୍କର ତାଲା ଭାଙ୍ଗି ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଦୁର୍ବୃତ୍ତ । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କର ତାଲା ଭାଙ୍ଗି ଲୁଟ ପାଇଁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ତେବେ କୌଣସି କାରଣରୁ ସେମାନେ ଏହି ଲୁଟରେ ବିଫଳ ହୋଇଥିବା କହିଛନ୍ତି ସିଂଲା ଥାନା ଓଆଇସି ପ୍ରଶାନ୍ତ ଜେନା ।

ବ୍ୟାଙ୍କରୁ ଲୁଟ୍ ହେବାନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.