ETV Bharat / state

ଲକଡାଉନରେ ବ୍ୟାଙ୍କ ଲୁଟ, ପୋଲିସ ତଦନ୍ତ ଜାରି - ବ୍ୟାଙ୍କ ଲୁଟ୍‌

ସ୍ଥାନୀୟ ସୋର ଥାନା ଅଧିନସ୍ଥ ମଣିପୁର ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ସାମ୍ନାକୁ ଆସିଛି ଲୁଟ ଘଟଣା । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବ୍ୟାଙ୍କ ପଛପଟ ଝରକା ଭାଙ୍ଗି ଲୁଟ କରିଥିବା ଜଣାପଡିଛି ।

bank loot amid lockdown, bank loot in balesore, balesore latest news, bank loot, ଲକଡାଉନରେ ବ୍ୟାଙ୍କ ଲୁଟ, ବାଲେଶ୍ବରରେ ବ୍ୟାଙ୍କ ଲୁଟ୍‌, ବ୍ୟାଙ୍କ ଲୁଟ୍‌, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଲକଡାଉନରେ ବ୍ୟାଙ୍କ ଲୁଟ, ପୋଲିସ ତଦନ୍ତ ଜାରି
author img

By

Published : May 16, 2020, 7:16 PM IST

ବାଲେଶ୍ବର: ସ୍ଥାନୀୟ ସୋର ଥାନା ଅଧିନସ୍ଥ ମଣିପୁର ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ସାମ୍ନାକୁ ଆସିଛି ଲୁଟ ଘଟଣା । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବ୍ୟାଙ୍କ ପଛପଟ ଝରକା ଭାଙ୍ଗି ଲୁଟ କରିଥିବା ଜଣା ପଡିଛି । ଏହାସହ ବ୍ୟାଙ୍କରେ ଲାଗିଥିବା ସିସିଟିଭିର ହାର୍ଡ ଡିସ୍କ ଦୁର୍ବୃତ୍ତମାନେ ନେଇ ଯାଇଥିବା ଜଣା ପଡିଛି।

ଲକଡାଉନରେ ବ୍ୟାଙ୍କ ଲୁଟ, ପୋଲିସ ତଦନ୍ତ ଜାରି

ଖବର ପାଇ ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ପରେ ହିଁ କ୍ଷୟକ୍ଷତିର ପରିମାଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.