ETV Bharat / state

ନାବାଳିକାର ତଣ୍ଟିକାଟି ହତ୍ୟା ଘଟଣା: ରେମୁଣା ବାଇପାସରେ ବସିଲେ ପରିବାର

ଗତ 15 ତାରିଖ ବାଙ୍ଗର ଗାଁର ହରିଶ୍ଚନ୍ଦ୍ର ବେହେରାଙ୍କ ନାବାଳିକା ଝିଅକୁ ତଣ୍ଟିକାଟି ହତ୍ୟା କରାଯାଇଥିଲା । ସେହି ଗାଁର ସତ୍ୟଜିତ ପୋଥାଳ ନାବାଳିକାକୁ ଅପହରଣ କରି ହତ୍ୟା କରିଥିବା ବାପା ହରିଶ୍ଚନ୍ଦ୍ର ରେମୁଣା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସର ସ୍ଥାଣୁତା ପାଇଁ ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

author img

By

Published : Mar 25, 2019, 4:28 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ପ୍ରେମ ସମ୍ପର୍କକୁ ନେଇ ନାବାଳିକାକୁ ହତ୍ୟା ଘଟଣାରେ ଉତ୍ତ୍ୟକ୍ତ ହେଲେ ପରିବାର ।ନ୍ୟାୟ ଦାବିରେ ରାସ୍ତାରୋକ କରିଛନ୍ତି ପରିବାର ଲୋକେ । ଅଭିଯୁକ୍ତକୁ ଗିରଫ ଦାବିରେ ବାଲେଶ୍ବର ଜିଲ୍ଲା ରେମୁଣା ବାଇପାସ ନିକଟରେ ଧାରଣା ଦେଇଛନ୍ତି ବାଙ୍ଗର ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡିଗୁଡିକ ଅଟକି ରହିଥିବା ବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଛନ୍ତି ଗ୍ରାମବାସୀ । ନାବାଳିକା ଛାତ୍ରୀଜଣକୁ ସେହି ଗ୍ରାମର ଜଣେ ଯୁବକ ପ୍ରଥମେ ଅପହରଣ କରିଥିବା ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ପ୍ରାଥମିକ ତଦନ୍ତ କରି ଝିଅ ଓ ପୁଅ ଘର ପକ୍ଷକୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଥିଲା । କିନ୍ତୁ ନାବାଳିକାର ତଣ୍ଟିକାଟି ହତ୍ୟା କରାଯାଇଥିବା ନେଇ ରେମୁଣା ପୋଲିସ ପାଖରେ ଅଭିଯୋଗ କରିଥିଲେ ପରିବାର ଲୋକେ ।କିନ୍ତୁ ପୋଲିସ ମାମଲା ରୁଜୁ କରି ଚୁପ ବସିଥିବା ଅଭିଯୋଗ କରିଛନ୍ତି ମୃତ ନାବାଳିକାର ପରିବାର ।

ସୂଚନାଯୋଗ୍ୟ ଯେ, ଗତ 15 ତାରିଖ ବାଙ୍ଗର ଗାଁର ହରିଶ୍ଚନ୍ଦ୍ର ବେହେରାଙ୍କ ନାବାଳିକା ଝିଅକୁ ତଣ୍ଟିକାଟି ହତ୍ୟା କରାଯାଇଥିଲା । ସେହି ଗାଁର ସତ୍ୟଜିତ ପୋଥାଳ ନାବାଳିକା ଝିଅକୁ ଅପହରଣ କରି ହତ୍ୟା କରିଥିବା ହରିଶ୍ଚନ୍ଦ୍ର ରେମୁଣା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସର ସ୍ଥାଣୁତା ପାଇଁ ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳୁନି ବୋଲି ଗ୍ରାମବାସୀନ ଅଭିଯୋଗ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ଭିଓ 1

ଭଲରେ ଦେଖନ୍ତୁ ଏ ସବୁ ରଙ୍ଗୀନ ଜିନିଷ କୁ। ଆପଣ ମାନଙ୍କୁ ଲାଗୁଥିବ ଏ କୌଣସି ଆଜି କାଳିଆ ହୋଟେଲ ନ ହେଲେ କୋଉ ସଉଖିନିଆ ଧନୀ ବାବୁ ଙ୍କ ଗେଷ୍ଟ ହାଉସ। କାରଣ ରାସ୍ତା ରେ ଯାଉ ଥିବା ଲୋକ ବି ନିଜ ଗାଡ଼ି କୁ ସ୍ଲୋ କରି ଏ ଜଗା କୁ ଅଟକି ଦେଖୁଛି।ଆଉ ରାତି ରେ ଲାଗେ ଗୋଟେ ବୀଗ ଷ୍ଟାର ମାନଙ୍କ କଫି ଏରିଆ  ହେଲେ ଏ ସତ ରେ କହିବା କୁ ଗଲେ ଏ ହାଉଛି ଜଣେ ଦିନ ମଜୁରିଆ ର ଘର। ପୁଣି ଆପଣ ଙ୍କ ମନେ ପ୍ରଶ୍ନ ଉଠୁଥିବ ଜଣେ ଦିନ ମଜୁରିଆ ଏଭଳି ଘର ତିଆରି କରିଛି କାହିଁକି ? ତେବେ ପ୍ରକୃତ ଘଟଣାଟି ଏହା ଯେ,,,,

ଭିଓ 2
ପେଶା ରେ ଦିନ ମଜୁରିଆ ହେଲେ ନିଶାରେ ସୌଖିନ ଘର ତିଆରି କରିବା, ନେପାଳ ର ସ୍ଥାପତ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ କାନ୍ଥ ବାଡ଼  ,ଘର ର ସାମଗ୍ରୀ ବନାଇ ବା ହାଉଛି ତାଙ୍କର ନିଶା। ସବୁଠାରୁ ବଡ଼ କଥା ହେଲା ବିଭିନ୍ନ ଆଦରକାରି ଜିନିଷ କୁ ଏକ ସୁନ୍ଦର ରୂପ ଦେଛନ୍ତି ସେ।
ଘର ବାହାରେ ବାଉଁଶ ଓ ସାଇକେଲ ଚକ ,  ଅଦରକାରୀ ଲୁହା ଲତା କୁ ସାଉଁଟି ଏକ ସୁନ୍ଦର ଘର ଟିଏ ତୋଳି ଛନ୍ତି ଭୁବନେଶ୍ୱର ର ପନ୍ଦାରି ମୁଦୁଲି। ଭୁବନେଶ୍ୱର ନାୟପଲ୍ଲୀ ର ରାସ୍ତା କଡ଼ ରେ ନିଜ ଆଇଦିଆ ରେ ସେ ଏଭଳି ଘର ତିଆରି କରିଛନ୍ତି ଭୁବନେଶ୍ୱର ର ଆଉ ସଜାଡି ଛନ୍ତି ନିଜ ଘର କୁ। ହେଲିକପ୍ଟର, ଧନୁ ତିର,  ଆଦି ଅନେକ ଜିନିଷ କୁ ଘର ସମୁଖ ରେ ବନାଇଛନ୍ତି। ଆଉ ଏଠି ପାଇଁ ସେ ନିଜର 18 ବର୍ଷ ର ପରିଶ୍ରମ ମଧ୍ୟ ଦେଇଛନ୍ତି। 

ବାଇଟ ପନ୍ଦାରି ମୁଦୁଲି
ବାଇଟ କୁନି ମୁଦୁଲି
ବାଇଟ କଂହୁ ରଚଣ ସାଧାରଣ ଲୋକ

ଫାଇନାଲ୍ ଭିଓ

ସତରେ ନା ସେ ଆର୍କିଟେକ, ନା ସେ ସିଭିଲ ଇଂଜିନିୟର ହେଲେ ନିଜର ନିଶା ଆଗରେ ହାର ମାନିଛି ତାଙ୍କର ଦାରିଦ୍ର୍ୟତା । ଆଉ ଗଢି ତୋଳିଛନ୍ତି ଏକ ସୁନ୍ଦର ମାନଲୋଭାଣିଆ ଘର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.