ETV Bharat / state

ବିଭିନ୍ନ ଦାବି ସହ ବାଲେଶ୍ଵର ମୋଟର ୟୁନିଅନର ବିକ୍ଷୋଭ - ବାଲେଶ୍ଵର

ବାଲେଶ୍ଵର ଓଡିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କରସ ୟୁନିଅନ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବିକ୍ଷୋଭ କରାଯାଇଛି।

strike
ବାଲେଶ୍ଵର ମୋଟର ୟୁନିଅନର ବିକ୍ଷୋଭ
author img

By

Published : Aug 5, 2020, 1:15 PM IST

ବାଲେଶ୍ଵର: ଓଡିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କରସ ୟୁନିଅନ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ କରାଯାଇଛି। ବାଲେଶ୍ଵର ଓଡିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କରସ ୟୁନିଅନ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବିକ୍ଷୋଭ କରାଯାଇଛି।

ବାଲେଶ୍ଵର ମୋଟର ୟୁନିଅନର ବିକ୍ଷୋଭ

କୋରୋନା ମହାମାରୀ ବେଳେ ବିଶେଷ କରି ପରିବହନ ଶିଳ୍ପ ପ୍ରଭାବିତ ହୋଇଛି। ଏଥିପାଇଁ ପରିବହନ ଉପରେ ନିର୍ଭର କରୁଥିବା କର୍ମଚାରୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଣୁ ଏହି ବିକ୍ଷୋଭରେ ଅସଙ୍ଗଠିତ ପରିବହନ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବା ସହ ମାସିକ 7500 ଟଙ୍କା ପ୍ରଦାନ କରିବା, ସମସ୍ତ ଗାଡି ଉପରୁ ରୋଡ଼ ଟିକସ ସମେତ ଅନ୍ୟାନ୍ୟ ଶୁଳ୍କ ଛାଡ଼ କରିବା, ନୂତନ ପରିବହନ ଆଇନ ବାତିଲ କରିବା, ତୃତୀୟ ପକ୍ଷ ବୀମା ସମ୍ପୂର୍ଣ୍ଣ ଛାଡ଼ କରିବା ଭଳି ଦାବି ଉପସ୍ଥାପନ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.