ETV Bharat / state

କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ କ୍ରୀଡାମନ୍ତ୍ରୀଙ୍କ ବାଲେଶ୍ଵର ଗସ୍ତ - କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ କ୍ରୀଡାମନ୍ତ୍ରୀଙ୍କ ବାଲେଶ୍ଵର ଗସ୍ତ

କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ମନ୍ତ୍ରୀ ତୁଷାରକାନ୍ତି ବେହେରା ବାଲେଶ୍ଵର ଗସ୍ତ କରିଛନ୍ତି। ରେମୁଣାରେ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ସ୍ଥାନ ନିରୂପଣ କରିଛନ୍ତି । ଅଧିକ ପଢନ୍ତୁ...

sports minister tusharikanti behera
କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ କ୍ରୀଡାମନ୍ତ୍ରୀଙ୍କ ବାଲେଶ୍ଵର ଗସ୍ତ
author img

By

Published : Dec 28, 2020, 3:59 PM IST

ବାଲେଶ୍ଵର: ଜିଲ୍ଲାର କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବାଲେଶ୍ଵର ଗସ୍ତ କରି ସମୀକ୍ଷା କରିଛନ୍ତି। ରେମୁଣାରେ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି ।

କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ କ୍ରୀଡାମନ୍ତ୍ରୀଙ୍କ ବାଲେଶ୍ଵର ଗସ୍ତ

ଜିଲ୍ଲାରେ ଦୀର୍ଘ ଦିନରୁ ଇଣ୍ଟିଗ୍ରେଟେଡ଼ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଦାବି କରାଯାଇଥିଲା। ଏନେଇ କ୍ରୀଡାମନ୍ତ୍ରୀ ରେମୁଣା ବ୍ଲକରେ ଥିବା ନରହରିପୁର ପଡିଆ ପରିଦର୍ଶନ କରି ସ୍ଥାନ ନିରୂପଣ କରିଛନ୍ତି। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନର ସହଯୋଗରେ ଉକ୍ତ ସ୍ଥାନରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ବାଲେଶ୍ଵର ମ୍ୟୁନିସିପାଲିଟି ଅଧିନ ପରମିଟ ପଡିଆ ପରିଦର୍ଶନ କରି ଉନ୍ନତିକରଣ ଦିଗରେ ମନ୍ତ୍ରୀ ଦୃଷ୍ଟି ଦେବାସହ ସହରର 23 ନଂ ୱାର୍ଡ ଚାନ୍ଦମାରି ପଡ଼ିଆରେ ମିନି ଷ୍ଟାଡିଅମ ନିର୍ମାଣ ନେଇ ପ୍ରସ୍ତାବ ରଖାଯାଇଛି। କ୍ରୀଡା କ୍ଷେତ୍ରରେ ବିକାଶ ହେଲେ ଜିଲ୍ଲାରେ ଲୁକାୟିତ ପ୍ରତିଭାମାନେ ସେମାନଙ୍କ ପ୍ରତିଭାର ବିକାଶ ହୋଇପାରିବ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.