ETV Bharat / state

'ଭୋଟଦାନ ନିଜସ୍ବ ଦାୟିତ୍ବ ଓ କର୍ତ୍ତବ୍ୟ' - mla candidate

ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ମୈଦାନକୁ ଓହ୍ଲାଇଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର
author img

By

Published : Apr 29, 2019, 11:04 AM IST

ବାଲେଶ୍ବର: ଆରମ୍ଭ ହୋଇଯାଇଛି ଶେଷ ପର୍ଯ୍ୟାୟ ମହାଲଢେଇ । ଅନ୍ତିମ ପର୍ଯ୍ୟାୟରେ ଭୋଟ ପଡୁଛି 6ଟି ଲୋକସଭା ଏବଂ 41ଟି ବିଧାନସଭା କ୍ଷେତ୍ରରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର

ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ଏହାସହ ସେ ମଧ୍ୟ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ଭୋଟ ଦେଇଛନ୍ତି ।

ତେବେ ନିଜ ବିଜୟକୁ ନେଇ କେତେ ଆଶାୟୀ ଆଛନ୍ତି ଜୀବନ ? ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ଭୋଟରଙ୍କୁ ସେ କ’ଣ ସନ୍ଦେଶ ଦେଉଛନ୍ତି, ସେ ନେଇ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କ ସହ ଅଧିକ ଆଲୋଚନା କରିଛନ୍ତି ‘ଇଟିଭି ଭାରତ’ ପ୍ରତିନିଧି ।

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.