ETV Bharat / state

ମହିଳାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ପୂର୍ବାଞ୍ଚଳ ଆଇଜି - safety and justice of women

ଗୁରୁବାର ବାଲେଶ୍ବର ପୂର୍ବାଞ୍ଚଳ ଆଇଜି ତାଙ୍କ କାର୍ଯ୍ୟାଳୟରେ 3 ଜିଲ୍ଲାର ଏସପିଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମାଧ୍ୟମରେ ସିଦ୍ଧାନ୍ତ ନେଇଛନ୍ତି । ଅଧିକ ପଢନ୍ତୁ..

ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ  ଅଣ୍ଟା ଭିଡ଼ିଲେ ପୂର୍ବାଞ୍ଚଳ ଆଇଜି

author img

By

Published : Dec 5, 2019, 2:51 PM IST

ବାଲେଶ୍ବର: ମହିଳାଙ୍କ ସୁରକ୍ଷା ଓ ତୁରନ୍ତ ନ୍ୟାୟ ପ୍ରଦାନ ଦିଗରେ ପୂର୍ବାଞ୍ଚଳ ଆଇଜି ଅଣ୍ଟା ଭିଡିଛନ୍ତି । ଏନେଇ ସେ ଗୁରୁବାର ତାଙ୍କ କାର୍ଯ୍ୟାଳୟରେ 3 ଜିଲ୍ଲାର ଏସପିଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମାଧ୍ୟମରେ ସିଦ୍ଧାନ୍ତ ନେଇଛନ୍ତି ।

ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲେ ପୂର୍ବାଞ୍ଚଳ ଆଇଜି

ବାଲେଶ୍ଵର, ଭଦ୍ରକ ଓ ମୟୂରଭଞ୍ଜ ଅଞ୍ଚଳର ମହିଳା, ଶିଶୁ, ଛାତ୍ରୀଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନା, ଦୁଷ୍କର୍ମ ଭଳି ଘଟଣାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପଡି ରହିଥିବା ଏମିତି ସବୁ ଘଟଣାର ସମାଧାନ ଏସ୍‌ପିଙ୍କ ମାଧ୍ୟମରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଲୋଚନା କରାଯାଇଛି । ନିର୍ଯାତିତା ମାନେ କେମିତି ଶୀଘ୍ର ନ୍ୟାୟ ପାଇପାରିବେ ସେ ଦିଗରେ ଯତ୍ନବାନ ହେବାକୁ ଆଇଜି ପରାମର୍ଶ ଦେଇଥିଲେ ।

ଆଲୋଚନା ଓ ନିଷ୍ପତ୍ତି କ୍ରମେ 3 ଜିଲ୍ଲାର ଏସ୍‌ପି ନିଜ ଅଞ୍ଚଳରେ ଥିବା ଥାନା ଗୁଡିକୁ ଏଥିପାଇଁ ନିର୍ଦ୍ଦେଶ ଦେବାପାଇଁ କୁହାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ମହିଳାଙ୍କ ସୁରକ୍ଷା ଓ ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦିଗରେ ପୂର୍ବାଞ୍ଚଳ ଆଇଜି ଅଣ୍ଟା ଭିଡିଛନ୍ତି। ଏନେଇ ସେ ଆଜି ତାଙ୍କ କାର୍ଯ୍ୟାଳୟରେ 3 ଜିଲ୍ଲାର ଏସପି ଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାଧ୍ୟମରେ ସିଦ୍ଧାନ୍ତ ନେଇଛନ୍ତି।

Body:ବାଲେଶ୍ଵର, ଭଦ୍ରକ ଓ ମୟୁରଭଞ୍ଜ ଅଞ୍ଚଳର ମହିଳା, ଶିଶୁ, ଛାତ୍ରୀଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନା, ଦୁଷ୍କର୍ମ ଭଳି ଘଟଣାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ପଡ଼ି ରହିଥିବା ଏମିତି ସବୁ ଘଟଣାର ସମାଧାନ ଏସପିଙ୍କ ମାଧ୍ୟମରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଲୋଚନା କରାଯାଇଛି। ନିର୍ଯାତିତା ମାନେ କେମିତି ଶୀଘ୍ର ନ୍ୟାୟ ପାଇପାରିବେ ସେ ଦିଗରେ ଯତ୍ନବାନ ହେବାକୁ ଆଇଜି ପରାମର୍ଶ ଦେଇଥିଲେ।

Conclusion:ଆଲୋଚନା ଓ ନିଷ୍ପତ୍ତି କ୍ରମେ 3 ଜିଲ୍ଲାର ଏସପି ନିଜ ଅଞ୍ଚଳରେ ଥିବା ଥାନା ଗୁଡିକୁ ଏଥିପାଇଁ ନିର୍ଦ୍ଦେଶ ଦେବାପାଇଁ କୁହାଯାଇଛି।
ବାଇଟ- ଡି ପ୍ଟେଶ ପଟ୍ଟନାୟକ(ପୂର୍ବାଞ୍ଚଳ ଆଇଜି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.