ETV Bharat / state

ଦରଦାମ ବୃଦ୍ଧି ନେଇ ବାଲେଶ୍ବର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

author img

By

Published : Aug 5, 2022, 1:49 PM IST

ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବାଲେଶ୍ବର କଂଗ୍ରେସର ଧାରଣା । ଅଧିକ ପଢନ୍ତୁ

Etv Bharatଦରଦାମ ବୃଦ୍ଧି ନେଇ ବାଲେଶ୍ବର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ବର: ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି ନେଇ କଂଗ୍ରେସର ଦେଶବ୍ୟାପି ବିକ୍ଷୋଭ ପ୍ରଦର୍ଶନ । ଏହାର ପ୍ରଭାବ ବାଲେଶ୍ବରରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲା କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ନାରା ଦେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତ୍ତି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାଲେଶ୍ୱର କଂଗ୍ରେସ ଆଜି ଆନ୍ଦୋଳନ କରିଥିଲା । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ବେଲଗାମ ଦରଦାମ ବୃଦ୍ଧି ଓ ରାଜ୍ୟ ତଥା ଦେଶରେ ବଢ଼ୁଥିବା ବେକାରୀ ସମସ୍ୟା ଏବଂ ମୁଢି ଉପରେ ଜିଏସଟି ଲଗାଇବା ବିରୋଧରେ ପ୍ରତିବାଦ କରିଥିଲା କଂଗ୍ରେସ । ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.