ETV Bharat / state

ବାଲେଶ୍ବର ଉପନିର୍ବାଚନ, ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲା ମହିଳା ବିଜେଡି

author img

By

Published : Oct 27, 2020, 8:47 PM IST

ସଦର ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଥିବା ବେଳେ ମୈଦାନକୁ ଓହ୍ଲାଇଛି ମହିଳା ବିଜେଡି । ପଢନ୍ତୁ ଅଧିକ....

ବାଲେଶ୍ବର ଉପ ନିର୍ବାଚନ , ପାର୍ଥୀଙ୍କ ପାଇଁ ଭୋଟ ମାଗିଲା ମହିଳା ବିଜେଡି

ବାଲେଶ୍ଵର: ସଦର ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରଦାର କରିଛନ୍ତି। ସେହିପରି ମହିଳା ବିଜେଡି ପକ୍ଷରୁ ଆଜି ସହରରେ ପଦଯାତ୍ରା କରାଯାଇଛି । ପଦଯାତ୍ରା ମହିଳା ମାନେ ସହରର ବିଭିନ୍ନ ରାସ୍ତାରେ ବୁଲିବୁଲି ପ୍ରାର୍ଥୀ ସ୍ବରୁପ ଦାସଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏହି ପଦଯାତ୍ରାରେ ଚୌଦାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ସାମିଲ ହୋଇଥିଲେ। ବିଜେଡି ପାଇଁ ଲୋକଙ୍କ ମନରେ ବିଶ୍ବାସ ରହିଛି ଓ ଲୋକ ବିଜେଡି ସରକାରର ବିକାଶ ଧାରାକୁ ନେଇ ଭୋଟ ଦେବେ ବୋଲି କହିଛନ୍ତି ପ୍ରଭାତ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.