ETV Bharat / state

ତହସିଲଦାର ଓ ଯୁବକଙ୍କ ଯୁକ୍ତିତର୍କ, ଭିଡିଓ ଭାଇରାଲ

author img

By

Published : Jun 28, 2020, 3:02 PM IST

ବାଲେଶ୍ବର ସଦର ତହସିଲଦାର ଓ ଜଣେ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ । ସୋସିଆଲ ମିଡିଆରେ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

balasor-sadar-tahasildar-and-youngman-argument-video-goes-viral
ତହସିଲଦାର ଓ ଯୁବକଙ୍କ ଯୁକ୍ତିତର୍କ ଭିଡିଓ ଭାଇରାଲ

ବାଲେଶ୍ଵର: ତହସିଲଦାର ଓ ଯୁବକଙ୍କ ଯୁକ୍ତିତର୍କ ଭିଡିଓ ଭାଇରାଲ । ବାଲେଶ୍ବର ସଦର ତହସିଲଦାର ଓ ଜଣେ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓରେ ଦୃଶ୍ୟମାନ ହେଉଥିବା କିଛି ଦୃଶ୍ୟ ଅନୁସାରେ, ବାଲେଶ୍ବର ସଦର ତହସିଲଦାର ପଞ୍ଚାନନ ପାତ୍ର ଓ ତାଙ୍କ ଟିମ ମାସ୍କ ଚେକିଂ ପାଇଁ ସହରର ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରୁଛନ୍ତି । ସହରର ବାରବାଟୀ ଅଞ୍ଚଳରେ ମାସ୍କ ଚେକିଂ କରୁଥିବା ବେଳେ ଜଣେ ଯୁବକ ତହସିଲଦାରଙ୍କୁ ଧମକ ଚମକ ଦେଉଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ତହସିଲଦାର ଯୁବକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତେବେ ପୂର୍ବରୁ ଅନେକ ଥର ତହସିଲଦାର ନିଜ ବ୍ୟବହାରକୁ ନେଇ ବିବାଦରେ ରହି ଆସିଥିବା ବେଳେ ଏହି ଘଟଣା ଏବେ ଥାନାରେ ପହଞ୍ଚିଛି। ଏନେଇ ତହସିଲଦାରଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।

ବାଲେଶ୍ବରରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.