ETV Bharat / state

ତଦନ୍ତର ଦିଗ ବଦଳାଇବାକୁ ପ୍ରୟାସ: ଶୁଭାଶିଷ

author img

By

Published : Sep 4, 2020, 3:01 PM IST

Updated : Sep 4, 2020, 3:33 PM IST

କେନ୍ଦ୍ରାପଡା ଆଳି ଅଞ୍ଚଳର ସମାଜସେବୀ ଶୁଭାଶିଷ ଷଡ଼ଙ୍ଗୀ ଆଜି ଖଇରା ଅଞ୍ଚଳକୁ ଆସି ଚିନ୍ମୟୀଙ୍କୁ ଭେଟିଥିବା ଜଣାପଡିଛି। ସେ ଆଦିତ୍ୟଙ୍କୁ ନ୍ୟାୟ ଦେବାପାଇଁ ସ୍ୱର ଉଠାଉଥିବା କଥା କହିଛନ୍ତି । ତଦନ୍ତର ଦିଗ ବଦଳାଇବା ପାଇଁ ପ୍ରୟାସ କରାଯାଉଥିବା ଶୁଭାଶିଷ ଅଭିଯୋଗ କରିଛନ୍ତି । ଏନେଇ ଶୁଣନ୍ତୁ ଶୁଭାଶିଷଙ୍କ ସହ ଏକ୍ସକ୍ଲୁସିଭ ଆଲୋଚନା ।

ତଦନ୍ତର ଦିଗ ବଦଳାଇବାକୁ ପ୍ରୟାସ: ଶୁଭାଶିଷ
ତଦନ୍ତର ଦିଗ ବଦଳାଇବାକୁ ପ୍ରୟାସ: ଶୁଭାଶିଷ

ବାଲେଶ୍ବର: ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପରେ ଦୁଇଜଣ ସମାଜସେବୀ ବିଭିନ୍ନ ଦିଗକୁ ନେଇ ପ୍ରତିକ୍ରିୟା କରୁଛନ୍ତି । ଗୋଟେପଟେ ବିଦ୍ୟାଶ୍ରୀଙ୍କ ଭୂମିକା ତ ଅନ୍ୟପଟେ ଖଇରା ଅଞ୍ଚଳର ଚିନ୍ମୟୀ ମହାପାତ୍ରଙ୍କ ଭୂମିକାକୁ ନେଇ ସମାଜସେବୀ ମାନେ ପ୍ରଶ୍ନ ଉଠାଉଛନ୍ତି।

ତଦନ୍ତର ଦିଗ ବଦଳାଇବାକୁ ପ୍ରୟାସ: ଶୁଭାଶିଷ

ଏନେଇ ଚିନ୍ମୟୀ ନିଜ ପ୍ରତିକ୍ରିୟା ରଖି ସାରିଥିବା ବେଳେ ବିସ୍ମିତଙ୍କ ଉପରକୁ ଆଙ୍ଗୁଳି ଉଠାଇଥିଲେ । ତେବେ କେନ୍ଦ୍ରାପଡା ଆଳି ଅଞ୍ଚଳର ସମାଜସେବୀ ଶୁଭାଶିଷ ଷଡ଼ଙ୍ଗୀ ଆଜି ଖଇରା ଅଞ୍ଚଳକୁ ଆସି ଚିନ୍ମୟୀଙ୍କୁ ଭେଟିଥିବା ଜଣାପଡିଛି। ସେ ଆଦିତ୍ୟଙ୍କୁ ନ୍ୟାୟ ଦେବାପାଇଁ ସ୍ୱର ଉଠାଉଥିବା କଥା କହିଛନ୍ତି। ତଦନ୍ତର ଦିଗ ବଦଳାଇବା ପାଇଁ ପ୍ରୟାସ କରାଯାଉଥିବା ଶୁଭାଶିଷ ଅଭିଯୋଗ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 4, 2020, 3:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.