ETV Bharat / state

ଛିନତାଇ ଉଦ୍ୟମ ପଣ୍ଡ, ଛେଚା ଖାଇଲେ ଯୁବକ - balasore

ଜଳେଶ୍ବର-ଚନ୍ଦନେଶ୍ଵର 57ନଂ ଜାତୀୟ ରାଜପଥର ଆମ୍ବଳିଅଠା ଛକରେ ଦୁଇ ଗ୍ରାମବାସୀଙ୍କୁ ବ୍ଲେଡରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ । ଯାହାକୁ ନେଇ ଗାଁଲୋକେ ଆକ୍ରମଣକାରୀ 2ଯୁବକକୁ କାବୁ କରି ବିଜୁଳି ଖୁଣ୍ଟରେ ବାନ୍ଧି ବହେ ଛେଚିଛନ୍ତି । ଗୁରୁତର ଦୁଇ ଜଣଙ୍କୁ ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Feb 10, 2019, 12:01 PM IST

ବାଲେଶ୍ବର: ରାତି ଅଧରେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଜଳେଶ୍ବର-ଚନ୍ଦନେଶ୍ଵର 57ନଂ ଜାତୀୟ ରାଜପଥର ଆମ୍ବଳିଅଠା ଛକରେ ଦୁଇ ଗ୍ରାମବାସୀଙ୍କୁ ବ୍ଲେଡରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ । ଯାହାକୁ ନେଇ ଗାଁଲୋକେ ଆକ୍ରମଣକାରୀ 2ଯୁବକକୁ କାବୁ କରି ବିଜୁଳି ଖୁଣ୍ଟରେ ବାନ୍ଧି ବହେ ଛେଚିଛନ୍ତି । ଗୁରୁତର ଦୁଇ ଜଣଙ୍କୁ ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆକ୍ରମଣକାରୀ ଯୁବକ ଜଣକ ଭୋଗରାଇ ବ୍ଲକ ଖୁରୁଣ୍ଟିଆ ଗାଁର ଗୌରାଙ୍ଗ ଦାସଙ୍କ ପୁଅ ଜଗା ବୋଲି ଜଣାପଡିଛି ୲ ସେ ବିଳମ୍ବିତ ରାତିରେ ସେ ଓ ଅନ୍ୟଜଣେ ଯୁବକ ସହ ମିଶି ବାଇକରେ ଆସିଥିଲେ । ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଦୁଇଜଣ ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଛିନତାଇ କରିବା ଉଦ୍ଦେଶ୍ୟରେ ଜଗା ଓ ତାର ସହଯୋଗୀ ଆକ୍ରମଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଯାହାକୁ ସ୍ଥାନୀୟ ଲୋକେ ଦେଖିବା ପରେ ଜଗାକୁ କାବୁ କରି ଜଳେଶ୍ବର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଗା ଓ ତାର ସହଯୋଗୀକୁ ଉଦ୍ଧାର କରିଛି । ସେମାନଙ୍କ ନିକଟରୁ ପୋଲିସ ଲେଖାଥିବା ଗାଡ଼ି ନମ୍ବରପ୍ଳେଟ, ଏକ ବନ୍ଧୁକ ଓ ବହୁ ଆପତ୍ତିଜନକ ଜିନିଷ ପୋଲିସ ଜବତ କରିଛି । ତେବେ ଜଗା ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି ।
undefined

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

ବ୍ଲେଡ଼ରେ ଆକ୍ରମଣ କରିଥିବା ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ ଗାଁଲୋକେ 

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.