ETV Bharat / state

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ବର ଜିଲ୍ଲା ହଳଦୀପଦା ଥାନା ଅଧିନ ଧହିପାଳ ଅଞ୍ଚଳର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଯୁବକ ଜଣଙ୍କ ହେଲେ ସେହି ଅଞ୍ଚଳର ବିଶ୍ବନାଥ ଜେନା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 8, 2019, 1:57 AM IST

ବାଲେଶ୍ବର: ଜିଲ୍ଲା ହଳଦୀପଦା ଥାନା ଅଧିନ ଧହିପାଳ ଅଞ୍ଚଳର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଯୁବକ ଜଣଙ୍କ ଗୁରୁତର ଥିବା ଜଣାପଡିଛି । ଯୁବକ ଜଣଙ୍କ ହେଲେ ସେହି ଅଞ୍ଚଳର ବିଶ୍ବନାଥ ଜେନା ।

ବୈଶିଙ୍ଗା ଥାନା ଅଧିନ କଳମା ଅଞ୍ଚଳର ଏକ ବାରକୁ ବିଶ୍ବନାଥ ଯାଇଥିଲେ । ସେଠାରେ 3 ରୁ 4ଜଣ ଯୁବକ ବିଶ୍ଵନାଥଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ବିଶ୍ବନାଥଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବିଶ୍ବନାଥଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ହଳଦୀପଦା ଥାନା ଅଧିନ ଧହିପାଳ ଅଞ୍ଚଳର ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଇଛି। ଗୁରୁତର ଯୁବକ ବାଲେଶ୍ଵର ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।
ବୈଶିଙ୍ଗା ଥାନା ଅଧିନ କଳମା ଅଞ୍ଚଳର ଏକ ବାରକୁ ହଳଦୀପଦା ଥାନା ଅଧିନ ଧହିପାଳ ଅଞ୍ଚଳର ବିଶ୍ୱନାଥ ଜେନା ଯାଇଥିଲେ। ସେଠାରେ 3ରୁ 4ଜଣ ଯୁବକ ବିଶ୍ଵନାଥଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ବିଶ୍ୱନାଥଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ବିଶ୍ୱନାଥଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.