ETV Bharat / state

ବଂଶୀକୁ ହିଟ କଲା ‘ଅସ୍ତ୍ର’

ବାଲେଶ୍ବର ଚାନ୍ଦିପୁରର 3ନମ୍ବର ଲଞ୍ଚ ପ୍ୟାଡରୁ ଅସ୍ତ୍ରର ସଫଳ ପରୀକ୍ଷଣ । ଆକାଶ ମାର୍ଗରେ ଅସ୍ତ୍ର ବଂଶୀକୁ ହିଟ କରିଛି ।

author img

By

Published : Sep 18, 2019, 2:20 PM IST

ପ୍ରତୀକାତ୍ମକ ଫଟୋ

ବାଲେଶ୍ବର: ଆଜି ପୁଣି ହେଲା ଅସ୍ତ୍ରର ପରୀକ୍ଷା । ପଶ୍ଚିମବଙ୍ଗ ପରେ ବାଲେଶ୍ବରରେ କ୍ଷେପଣାସ୍ତ୍ର ଅସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । କଲେଇକୁଣ୍ଡାରୁ ସୁଖୋଇ ଜେଟରୁ ଆକାଶ ମାର୍ଗକୁ ଛଡ଼ାଯାଇଛି ଅସ୍ତ୍ର ।

ବାଲେଶ୍ବର ଚାନ୍ଦିପୁରର 3ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରିକ୍ଷଣ କରାଯାଇଥିଲା । ଆକାଶ ମାର୍ଗରେ ଅସ୍ତ୍ର ବଂଶୀକୁ ହିଟ କରିଛି ।

ଗତକାଲି ପଶ୍ଚିମବଙ୍ଗ ଏକ ଏୟାରବେସରୁ ଡିଆରଡିଓ ‘ଅସ୍ତ୍ର’ ମିଶାଇଲର ସଫଳ ପରୀକ୍ଷଣ ହୋଇଥିଲା । ଆକାଶରୁ ଆକାଶକୁ ନିକ୍ଷେପିତ କରାଯାଉଥିବା ଏହି କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୦ କିମି । ଏହାର ପରୀକ୍ଷଣ ପାଇଁ ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନ ବ୍ୟବହାର କରାଯାଇଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ପୁଣି ଆଜି ହେଲା ଅସ୍ତ୍ର ର ପରୀକ୍ଷା । କଲେଇକୁଣ୍ଡା ରୁ ସୁଖଇ ଜେଟ ରୁ ଆକାଶ ମାର୍ଗକୁ ଛଡ଼ା ଗଲା ଅସ୍ତ୍ର ଓ ବାଲେଶ୍ୱର ଚାନ୍ଦିପୁରର 3ନମ୍ବର ଲଞ୍ଚ ପେଡ ରୁ ଅସ୍ତ୍ର କୁ ଆକାଶ ମାର୍ଗରେ ହିଟ କଲା ବଂଶୀ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.