ETV Bharat / state

କୋରୋନା ବେଳେ ସ୍କୁଲ ଅଫିସ ଭାଙ୍ଗି କମ୍ପ୍ୟୁଟର ଚୋରି କଲେ ଦୁର୍ବୃତ୍ତ - Allegations of computer theft in school

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଳକ କାକୋବରୀ ନୋଡାଲ ହାଇସ୍କୁଲରୁ କିଛି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି ।

balasore
ସ୍କୁଲ ଅଫିସ ଭାଙ୍ଗି କମ୍ପ୍ୟୁଟର ଚୋରି ଅଭିଯୋଗ
author img

By

Published : Sep 2, 2020, 9:05 PM IST

ବାଲେଶ୍ଵର: ମହାମାରୀ କୋରୋନା ପାଇଁ ମାସ ମାସ ଧରି ବନ୍ଦ ରହିଛି ସ୍କୁଲ । ମାତ୍ର ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସ୍କୁଲରୁ ଚୋରି କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଳକ କାକୋବରୀ ନୋଡାଲ ହାଇସ୍କୁଲରୁ ।

ସ୍କୁଲ ଅଫିସ ଭାଙ୍ଗି କମ୍ପ୍ୟୁଟର ଚୋରି ଅଭିଯୋଗ

ସ୍କୁଲ ଅଫିସର ଚାବି ଭାଙ୍ଗି ଦୁର୍ବୃତ୍ତମାନେ କମ୍ପ୍ୟୁଟର ଓ ଅଫିସ ସରଞ୍ଜାମ ଚୋରି କରି ନେଇଥିବା କୁହାଯାଇଛି। ତେବେ କୋରୋନା କଟକଣା ପାଇଁ ବର୍ତ୍ତମାନ ସ୍କୁଲ ବନ୍ଦ ଥିବାରୁ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇ ଚୋରି କରିଛନ୍ତି।

ସ୍କୁଲର ସାମ୍ନା ଗେଟ ଇଲେକ୍ଟ୍ରି କଟରରେ କାଟି ଦୁର୍ବୃତ୍ତମାନେ ସ୍କୁଲ ଭିତରେ ପଶି ଚୋରି କରିଛନ୍ତି। ଘଟଣାସ୍ଥଳରେ ରେମୁଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.