ETV Bharat / state

ବଦଳିଗଲା ପଦବୀ, ବଦଳି ନାହାଁନ୍ତି ନନା

କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ଗାଁକୁ ଆସିଛନ୍ତି, ଆମ ସମସ୍ତଙ୍କ ପ୍ରିୟ ନନା, ଓଡିଶାର ମୋଦି ପ୍ରତାପ ଷଡଙ୍ଗୀ । ଆଗରୁ ଯେମିିତି ଥିଲେ ସେମିତି ଅଛନ୍ତି ନନା । ଯେମିତି ଥିଲା ସେମିତି ଅଛି ଜୀବନ ଶୈଳୀ ।

author img

By

Published : Jun 10, 2019, 8:31 PM IST

ଡିଜାଇନ ଫଟୋ

ବାଲେଶ୍ବର: ବଦଳି ନାହାଁନ୍ତି ନନା, କାଲି ଯେମିତି ଥିଲେ ଆଜି ବି ସେମିତି । ସବୁ ଅପରିବର୍ତ୍ତିତ । ବ୍ୟବହାର, ଆଚରଣ, ରୀତିନୀତି, ଜୀବନଯାପନ ପ୍ରଣାଳୀ ଆଗରୁ ଯେମିତି ଥିଲା ଏବେବି ସେମିତି ଅଛି । କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ଗାଁକୁ ଆସିଛନ୍ତି, ଆମ ସମସ୍ତଙ୍କ ପ୍ରିୟ ନନା, ଓଡିଶାର ମୋଦି ପ୍ରତାପ ଷଡଙ୍ଗୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ସମସ୍ତଙ୍କ ଧାରଣା ଯେ ବଡ ପଦ, ସବୁକିଛି ବଦଳାଇ ଦିଏ । କଥାବାର୍ତ୍ତା ଠାରୁ ଆରମ୍ଭ କରି କାର୍ଯ୍ୟଧାରାରେ ବିରାଟ ଗୋଟେ ପରିବର୍ତ୍ତନ ହୋଇଯାଏ । ମାତ୍ର ସେମିତି କିଛି ହୋଇ ନାହିଁ । ଗାଁରେ ନନା ଯେମେତି ନିଜ ଦିନ ଆରମ୍ଭ କରୁଥିଲେ ଦିଲ୍ଲୀରୁ ଫେରିଲା ପରେ ଠିକ୍‌ ସେମିତି ସକାଳୁ ଉଠି ଗାଁ ପୋଖରୀରେ ସ୍ନାନ ସାରି ସୂର୍ଯ୍ୟଙ୍କୁ ପାଣି ଉତ୍ସର୍ଗ କରିଛନ୍ତି । ହାତରେ କଳସୀ ଧରି ଠାକୁର ପୂଜା ପାଇଁ ପାଣି ଆଣୁଛନ୍ତି ଆଉ ମନ୍ଦିର ବାରଣ୍ଡାକୁ ପହଁରାରେ ଝାଡୁ କରୁଛନ୍ତି । ନିଡ ଭଉଣୀଙ୍କ ହାତରୁ ଦହି ମୁଢି ଓ କଦଳୀ ଖାଇ ଲୋକଙ୍କ ଦୁଃଖ ସମସ୍ୟା ଶୁଣିବା ପାଇଁ ବାହରୁଛନ୍ତି ନନା ।

ଦେଶ ବିଦେଶରେ ତାଙ୍କର ଅବିଶ୍ରାନ୍ତ ଚର୍ଚ୍ଚା । ନିଷ୍ଠାପର, ନିଷ୍କପଟ, ସହ ନିରାଡମ୍ବର ଜୀବନଯାପନ ଓ ପରୋପକାରୀ ଗୁଣ ନନାଙ୍କ ଭିନ୍ନ ଆଉ କାହାଠାରେ ଦେଖିବାକୁ ମିଳିବ ନାହିଁ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

dfsf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.