ETV Bharat / state

ବାଲେଶ୍ବରରେ ଅଘଟଣ, ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ

author img

By

Published : Jul 27, 2020, 9:27 PM IST

ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ । ସୋର ଥାନା ଅଧୀନ ବାଗୁଡି ଅଞ୍ଚଳରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ...

A woman's life was lost in the lightning strike
ବାଲେଶ୍ବରରେ ଅଘଟଣ, ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ

ବାଲେଶ୍ବର: ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ । ସୋର ଥାନା ଅଧୀନ ବାଗୁଡି ଅଞ୍ଚଳରେ ଘଟିଛି ଏହି ଅଘଟଣ । ମୃତ ମହିଳା ହେଲେ ପ୍ରଭାତ ମହାରଣାଙ୍କ ସ୍ତ୍ରୀ ତପସ୍ବିନୀ ।

ତପସ୍ବିନୀ ଲୁଗା ଶୁଖାଇବା ପାଇଁ ଦାଣ୍ଡ ଅଗଣାକୁ ଯାଇଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ସେହିଠାରେ ହିଁ ସେ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ସୋର ମେଡିକାଲକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ବାଲେଶ୍ବରର ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.