ETV Bharat / state

ଟ୍ରେନ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

author img

By

Published : Aug 27, 2019, 11:06 PM IST

ବାଲେଶ୍ବର ରେଳ ଷ୍ଟେସନରେ ମହିଳାଙ୍କ ଆତ୍ମହତ୍ୟା । ମହିଳାଙ୍କ ପରିଚୟ ମିଳି ନଥିବାବେଳେ ମୃତଦେହକୁ ଉଦ୍ଧାର କରିଛି ଜିଆରପି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ମାଲବାହୀ ଟ୍ରେନ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା । ବାଲେଶ୍ବର ଷ୍ଟେସନରେ ଏହି ଘଟଣା ଘଟିଥିବାବେଳେ ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ସୂଚନାଯୋଗ୍ୟ, ଜଣେ ମହିଳା ଷ୍ଟେସନ ବେଞ୍ଚରେ କିଛି ସମୟ ବସିବା ପରେ ଏକ ମାଲବାହୀ ଟ୍ରେନ ଆସିଥିଲା । ଯାହାକୁ ଦେଖି ମହିଳା ଜଣକ ଟ୍ରେନ ଆଗକୁ ଡେଇଁ ପଡି ଆତ୍ମହତ୍ୟା କରିଥିଲେ ବୋଲି ଷ୍ଟେସନରେ ଥିବା ବୁଲା ବିକାଳିମାନେ ପ୍ରକାଶ କରିଛନ୍ତି । ମୃତ ମହିଳାଙ୍କ ଶରୀରର ଗୋଡ, ହାତ ଖଣ୍ଡ ଖଣ୍ଡ ହୋଇଯାଇଛି ।

ତେବେ ମହିଳା ଜଣଙ୍କର ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ଜିଆରପି ପୋଲିସର ଏକ ଟିମ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଷ୍ଟେସନର ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମହିଳା ଜଣକ ଷ୍ଟେସନ ବେଞ୍ଚ ରେ ବସିଥିଲେ ଏକ ମାଲବାହୀ ଟ୍ରେନ ଆସିବା ମାତ୍ରେ ଟ୍ରେନ ଆଗକୁ ଡେଇଁ ପଡ଼ିଥିବା ଷ୍ଟେସନ ରେ ଥିବା ବୁଲା ବିକାଳି ମାନେ ପ୍ରକାଶ କରିଛନ୍ତି। ଫଳରେ ମହିଳାଙ୍କ ଶରୀର ଗୋଡ଼ ଓ ମୁଣ୍ଡ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ମହିଳା ଜଣକଙ୍କ ପରିଚୟ ଜଣାପଡି ନଥିବା ବେଳେ ଆତ୍ମାହତ୍ୟର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଜି ଆର୍ ପି ପୋଲିସ ର ଏକ ଟିମ୍ ପହଞ୍ଚି ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଜବତ କରିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.