ETV Bharat / state

ଏମିତି ବି ଆସେ ମୃତ୍ୟୁ ! ବସିଥିବା ବେଳେ ଟଳି ପଡିଲେ ବୃଦ୍ଧ

ଡାକ୍ତରଙ୍କୁ ଦେଖାଇବାକୁ ଆସିଥିବା ବୃଦ୍ଧ ଡାକ୍ତରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହାରିଲେ ଜୀବନ। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ। ଅଧିକ ପଢନ୍ତୁ..

a-old-man-death-in-baleswar
a-old-man-death-in-baleswar
author img

By

Published : Jun 15, 2020, 6:02 PM IST

ବାଲେଶ୍ବର: ବସୁବସୁ ଟଳି ପଡିଲେ ବୃଦ୍ଧ। ଡାକ୍ତରଙ୍କୁ ଦେଖାଇବାକୁ ଆସିଥିବା ବୃଦ୍ଧ ଡାକ୍ତରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହାରିଲେ ଜୀବନ। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ।

ଏମିତି ବି ଆସେ ମୃତ୍ୟୁ ! ବସିଥିବା ବେଳେ ଟଳି ପଡିଲେ ବୃଦ୍ଧ

ସୂଚନା ଅନୁସାରେ, ବାଲିଆପାଳ ଅଞ୍ଚଳରୁ 60 ବର୍ଷୀୟ ବୃଦ୍ଧ ପଦ୍ମଲୋଚନ ଦାସ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଡାଇବେଟିସ ପାଇଁ ରକ୍ତ ପରୀକ୍ଷା କରିଥିଲେ। ସେ ଆହାର କେନ୍ଦ୍ରରେ ଖାଇ ପଦ୍ମଲୋଚନ ମେଡିକାଲରେ ଥିବା ଏକ ଗଛମୂଳରେ ବିଶ୍ରାମ ନେଇଥିଲେ। ହଠାତ ସେହିଠାରେ ହିଁ ଟଳି ପଡ଼ିଥିଲେ ପଦ୍ମଲୋଚନ। ବୃଦ୍ଧ ଜଣଙ୍କ ହଠାତ ପଡିଯିବାରୁ ତାଙ୍କୁ ସେଠାକାର କିଛି ଲୋକ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.