ETV Bharat / state

ଲକଡାଉନକୁ ମାନିଲାନି ମା’ର ମମତା, ଛୁଆଙ୍କ ପାଇଁ ଚାଲିଆସିଲା 70କିମି - ଲକଡାଉନକୁ ବେଖାତିର କରି ନିଜ ପିଲାଙ୍କ ପାଖକୁ ଧାଇଁ ଆସିଛନ୍ତି ଜଣେ ମାଆ

ଲକଡାଉନ କଟକଣାକୁ ବେଖାତିର କରି ନିଜ ପିଲାଙ୍କ ପାଖକୁ ଧାଇଁ ଆସିଛନ୍ତି ଜଣେ ମାଆ । ପୋଲିସ କରିଥିଲା ବାରଣ । ଅଧିକ ପଢନ୍ତୁ....

A mother rushes to her child, ignoring the lockdown
ଭଦ୍ରକରୁ ବାଲେଶ୍ବରକୁ ଚାଲି ଚାଲି ଆସିଲେ ମହିଳା
author img

By

Published : Mar 31, 2020, 3:49 PM IST

ବାଲେଶ୍ବର: ଲକଡାଉନ କଟକଣାକୁ ବେଖାତିର କରି ନିଜ ପିଲାଙ୍କ ପାଖକୁ ଧାଇଁ ଆସିଛନ୍ତି ଜଣେ ମାଆ । ନିଜ ପିଲାଙ୍କ ଅସୁବିଧା କଥା ଶୁଣି ଜଣେ ମା ଭଦ୍ରକରୁ ଚାଲିଚାଲି ବାଲେଶ୍ବରରେ ପହଞ୍ଚିଛନ୍ତି । ବାଲେଶ୍ଵର ରୁପ୍ସା ଅଞ୍ଚଳର କାଞ୍ଚନ ଜେନା ନିଜ ବଡ ଝିଅର ପ୍ରସବ ପାଇଁ ଭଦ୍ରକ ମେଡିକାଲ ଯାଇଥିଲେ । ଝିଅକୁ ମେଡିକାଲରୁ ଆଣିବା ପରେ କାଞ୍ଚନ ଝିଅ ଘରେ ରହି ଯାଇଥିଲେ । ହେଲେ ଏହି ସମୟରେ ଲକଡାଉନ ଜାରି ହେବାରୁ ସାନ ଝିଅ ମାଆକୁ ଫୋନ କରି ଘରର ସମସ୍ୟା କଥା କହିଥିଲେ ।

ଭଦ୍ରକରୁ ବାଲେଶ୍ବରକୁ ଚାଲି ଚାଲି ଆସିଲେ ମହିଳା

ଏହା ଶୁଣି କାଞ୍ଚନ ଭଦ୍ରକରୁ ଚାଲିଚାଲି ସିଧା ବାଲେଶ୍ବରରେ ପହଞ୍ଚି ଥିଲେ । ଲକ ଡାଉନ କଟକଣା ଥିବାରୁ ପୋଲିସ କାଞ୍ଚନଙ୍କୁ ଅଟକାଇ ଥିଲେ । ଫଳରେ କିଛି ଯୁବକଙ୍କ ସହାୟତାରେ ମହିଳାଙ୍କୁ ତାଙ୍କ ଘରେ ଛଡ଼ା ଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.