ETV Bharat / state

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଥାନାରେ ମାମଲା , ତଦନ୍ତ ଜାରି । ଅଧିକ ପଢନ୍ତୁ..

a minor girl raped in baleswar
ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
author img

By

Published : Jan 18, 2021, 11:01 PM IST

ବାଲେଶ୍ବର : ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଭଉଣୀ ଘରକୁ ଭାଇ ସାଙ୍ଗରେ ବୁଲିବାକୁ ଆସିଥିବା ବେଳେ ଭାଇ ଭଉଣୀଙ୍କୁ ମାଡ଼ ମାରି ବାଇକରେ ଦୁର୍ବୃତ୍ତମାନେ ଉଠାଇ ନେଇ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଏକ ଗାଁରୁ ନୀଳଗିରି ଥାନା ଅଧିନ ଏକ ଗାଁର ଭଉଣୀ ଘରକୁ ବାଇକରେ ଆସିଥିବା ଭାଇ ଭଉଣୀଙ୍କୁ ମାଡ଼ ମାରିଥିଲେ ।

ଭଉଣୀକୁ କଳା ପଲସରେ ଉଠାଇ ନେଇ ଏକ ଅଜଣା ସ୍ଥାନରେ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। କୌଣସି ପ୍ରକାର ଦୁଷ୍କର୍ମକାରୀ ଠାରୁ କୌଶଳ କ୍ରମେ ଖସି ଆସିଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହୋଇ ନୀଳଗିରି ଥାନାରେ ଜିମା ଦେଇଛନ୍ତି ଗ୍ରାମବାସୀ। ଏନେଇ ନୀଳଗିରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.