ETV Bharat / state

ନୀଳଗିରି ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, 5 ଗିରଫ

author img

By

Published : Aug 26, 2019, 6:53 PM IST

ନୀଳଗିରି ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । 5 ଲୁଟେରା ଗିରଫ । ବିଭିନ୍ନ ସ୍ଥାନରେ ଚଢାଉ କରି 5 ଲୁଟେରାଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ନୀଳଗିରି ପୋଲିସ ହାତରେ 5 ଲୁଟେରା । ବିଭିନ୍ନ ସ୍ଥାନରେ ଚଢାଉ କରି 5 ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର ସହ ଦୁଇଟି ବାଇକ୍‌, 7ଟି ମୋବାଇଲ ଫୋନ ଓ 4630 ଟଙ୍କା ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନୀଳଗିରି ଉପଖଣ୍ଡ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁଟ ଓ ଛିନତାଇ ଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଥିଲା । ଏହାକୁ ନେଇ ନୀଳଗିରି ଥାନା ଆଇଆଇସି ନଳିତା ମୋଦିଙ୍କ ନେତୃତ୍ବରେ ଏକ ଟିମ୍‌ ଲୁଟେରାଙ୍କ ଉପରେ ନଜର ରଖିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ନୀଳଗିରି ପୋଲିସ ହାତରେ 5 ଲୁଟେରା। ସେମାନଙ୍କ ନିକଟରୁ ମାରଣାସ୍ତ୍ର ସାଙ୍ଗକୁ ବାଇକ ଜବତ କରିଛି ନୀଳଗିରି ପୋଲିସ।
ନୀଳଗିରି ଉପଖଣ୍ଡ ତଥା ଆଖ ପାଖ ଅଞ୍ଚଳରେ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଲୁଟ ଓ ଛିନତାଇ ଭଳି ଘଟଣା ଅଭିଯୋଗ ହୋଇ ଆସୁଥିଲା। ଏହାକୁ ନେଇ ନୀଳଗିରି ଥାନା ଆଇଆଇସି ନଳିତା ମୋଦିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଲୁଟେରାଙ୍କ ଉପରେ ନଜର ରଖାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ 5ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ବାଇକ, ତିନୋଟି ମାରଣାସ୍ତ୍ର, 7 ଟି ମୋବାଇଲ ଓ 4630 ଟଙ୍କା ଜବତ କରିଛି ପୋଲିସ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.