ETV Bharat / state

ସରିଲା ମତଦାନ ପର୍ବ, ଅଭିଜ୍ଞତା ସାଉଁଟିଲେ ପୋଲିଂ କର୍ମଚାରୀ

ଗଣତନ୍ତ୍ରର ଏହି ମହାନ ପର୍ବରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ଗଣତନ୍ତ୍ରର ସୈନିକ ତଥା ପୋଲିଂ କର୍ମଚାରୀ ମାନେ । ଏହି ମହାନ ପର୍ବକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଅନେକ ପରିଶ୍ରମ କରନ୍ତି ପୋଲିଂ କର୍ମଚାରୀ ।

author img

By

Published : Apr 30, 2019, 12:41 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରାଜ୍ୟରେ ସରିଲା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ପର୍ବ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର ସମେତ ଛଅଟି ଲୋକସଭା ଆସନରେ ହୋଇଛି ମତଦାନ । ଆଉ ଗଣତନ୍ତ୍ରର ଏହି ମହାନ ପର୍ବରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ଗଣତନ୍ତ୍ରର ସୈନିକ ତଥା ପୋଲିଂ କର୍ମଚାରୀ ମାନେ । ଗଣତନ୍ତ୍ରର ଏହି ମହାନ ପର୍ବକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଅନେକ ପରିଶ୍ରମ କରନ୍ତି ପୋଲିଂ କର୍ମଚାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ବାଲେଶ୍ବର ଜିଲ୍ଲାରେ ପୋଲିଂ କର୍ମଚାରୀଙ୍କର କିପରି ରହିଥିଲା ଶେଷ ପର୍ଯ୍ୟାୟର ଅଭିଜ୍ଞତା, ସେନେଇ ସେମାନଙ୍କୁ ଭେଟିଥିଲେ ଆମ ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ । ପୋଲିଂ କର୍ମଚାରୀ ମାନେ ମତଦାନ କାର୍ଯ୍ୟକୁ ସୂଚାରୁରୂପେ ତୁଲାଇ ଥିବା କହିଛନ୍ତି । ଆଉ ବୁଥରେ ସେମାନଙ୍କୁ କୌଣସି ପ୍ରକାର ଅସୁବିଧାର ସାମନା କରିବା ପାଇଁ ପଡିନାହିଁ ବୋଲି ମଧ୍ୟ ସେମାନଙ୍କର ମତ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.