ETV Bharat / state

ଗହଣା ଦୋକାନ ଲୁଟି 4 ଗିରଫ

4ଦିନ ତଳେ ବାଲେଶ୍ଵର ଜିଲ୍ଲା ସୋର ବଜାରର ଏକ ଗହଣା ଦୋକାନରୁ ଲୁଟ ଅଭିଯୋଗରେ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଗହଣା ଦୋକାନରୁ ଲୁଟିଥିବା 4 ଲୁଟେରା ଗିରଫ
author img

By

Published : Oct 22, 2019, 11:27 PM IST

ବାଲେଶ୍ଵର: ଜିଲ୍ଲା ସୋର ପୋଲିସ 4ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ମୋବାଇଲ, ବନ୍ଧୁକ, ଏଟିଏମ କାର୍ଡ ଜବତ ହୋଇଛି । 4ଦିନ ତଳେ ସୋର ବଜାରର ଏକ ଗହଣା ଦୋକାନରୁ ଲୁଟ ଅଭିଯୋଗର ତଦନ୍ତ କରି ସୋର ପୋଲିସ ଲୁଟେରାଙ୍କୁ ଗିରଫ କରିଛି।

ଗହଣା ଦୋକାନରୁ ଲୁଟିଥିବା 4 ଲୁଟେରା ଗିରଫ

ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, 8ଟି ମୋବାଇଲ, 3ଟି ଏଟିଏମ କାର୍ଡ, 2ଟି ବାଇକ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବାସୁଦେବ ସାମଲ, ମାନସ ମଲ୍ଲିକ, ଆଶିଷ କୁମାର ମଲ୍ଲିକ ଓ ସୁଶାନ୍ତ ଦାସ। ଲୁଟେରା ଗ୍ୟାଙ୍ଗ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ବିଷୟରେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସୋର ପୋଲିସ 4ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ନିଲତରୁ ମୋବାଇଲ, ବନ୍ଧୁକ, ଏଟିଏମ କାର୍ଡ ଜବତ ହୋଇଛି।
4ଦିନ ତଳେ ସୋର ବଜାରର ଏକ ଗହଣା ଦୋକାନରୁ ଲୁଟ ଅଭିଯୋଗର ତଦନ୍ତ କରି ସୋର ପୋଲିସ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, 8ଟି ମୋବାଇଲ, 3ଟି ଏଟିଏମ କାର୍ଡ, 2ଟି ବାଇକ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବାସୁଦେବ ସାମଲ, ମାନସ ମଲ୍ଲିକ, ଆଶିଷ କୁମାର ମଲ୍ଲିକ ଓ ସୁଶାନ୍ତ ଦାସ। ଲୁଟେରା ଗ୍ୟାଙ୍ଗ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ବିଷୟରେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.