ETV Bharat / state

ପଣା ପିଇ ଗୋଟିଏ ପରିବାରର 4 ଅସୁସ୍ଥ

ବାଲେଶ୍ବରରେ ପଣା ପିଇ 4 ଜଣ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

author img

By

Published : May 13, 2019, 12:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲା ଔପଦା ଅଞ୍ଚଳରେ ପଣା ପିଇ 4 ଅସୁସ୍ଥ ହୋଇପଡିଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର । 2ଜଣ ମହିଳାଙ୍କ ସମେତ 2ଜଣ ପୁରୁଷ ଅସୁସ୍ଥ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ପୂର୍ଣ୍ଣ ଚନ୍ଦ୍ର ପଣ୍ଡିତ, ବୀଣା ପଣ୍ଡିତ, ରଞ୍ଜିତ ପଣ୍ଡିତ ଓ ବାସନ୍ତୀ ପଣ୍ଡିତ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ରବିବାର ଉପରୋକ୍ତ ଅଞ୍ଚଳର ବାଉଁଶବଣିଆ ପଞ୍ଚାୟତ ହାଟସାହି ଗ୍ରାମରେ ବେଲ ପଣା ପିଇ ଗୋଟିଏ ପରିବାରର 4ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଅଧିକ ପରିମାଣର ଝାଡ଼ାବାନ୍ତି ହେବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ପଣା ଖାଇ 4 ଗୁରୁତର
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 13/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଔପଦା ଅଞ୍ଚଳରେ ବେଲ ପଣା ଖାଇ ଗୋଟିଏ ପରିବାରର 4ଜଣ ଗୁରୁତର ହୋଇ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ସୂଚନା ଅନୁସାରେ, ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ହାଟସାହି ଗ୍ରାମରେ ବେଲ ପଣା ଖାଇ ଗୋଟିଏ ପରିବାରର 4ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଅପରାହ୍ନରେ ପଣା ତିଆରି କରି ପରିବାର ଲୋକ ପିଇଥିଲେ। ସକାଳେ ସେମାନଙ୍କ ପେଟ କାଟିବା ସହ ଝାଡ଼ାବାନ୍ତି ଲାଗି ରହିଥିଲା। ଅଧିକ ପରିମାଣର ଝାଡ଼ାବାନ୍ତି ହେବାରୁ ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥମାନେ ହେଲେ  ପୂର୍ଣ୍ଣ ଚନ୍ଦ୍ର ପଣ୍ଡିତ, ବୀଣା ପଣ୍ଡିତ, ରଞ୍ଜିତ ପଣ୍ଡିତ ଓ ବାସନ୍ତୀ ପଣ୍ଡିତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.